ପଶ୍ଚିମ ଓଡ଼ିଶାର ଏକ ତନ୍ତୀ ପରିବାରରୁ ଆସିଥିବା କବି, ଯାହାଙ୍କ କାବ୍ୟରେ ପ୍ରକୃତି ଓ ନାରୀ ଚରିତ୍ର ଉଜ୍ଜ୍ୱଳ ।
ଅଳ୍ପ ଔପଚାରିକ ଶିକ୍ଷା ସତ୍ତ୍ୱେ ଗଙ୍ଗାଧର ମେହେର ଓଡ଼ିଆ କାବ୍ୟର ଏକ ଉଚ୍ଚ ଶିଖର ଛୁଇଁଥିଲେ । ସରଳ ଭାଷା ଓ ଗଭୀର ଭାବ ତାଙ୍କ କବିତାର ବିଶେଷତ୍ୱ ।
ଗଙ୍ଗାଧର ମେହେର