ସମ୍ବଲପୁର ଜିଲ୍ଲାର ପ୍ରଧାନ ଗର୍ବିତ ।ମହତ ଜନ୍ମଇ ହୀନଗର୍ଭେ ଏହାକବେ ନୁହେ ଅସମ୍ଭବ,ପଙ୍କରୁ କମଳ ଶୁକ୍ତିରୁ ମୌକ୍ତିକହୁଅଇ ସଦା ସମ୍ଭବ ।ବିପଦ ସମୟେ ମହତ ଜନରଧଇର୍ଯ୍ୟ ନ ହୁଏ ଭଙ୍ଗ,ଦାହେ ପ୍ରହାରଣେ ଶୁଦ୍ଧ ଜମ୍ୱୁନଦଯେ ରଙ୍ଗକୁ ସେହିରଙ୍ଗ ।ଆନନ୍ଦ ବିଷାଦେ ସମଭାବେ ଥାନ୍ତିମହତ ସ୍ୱଭାବ ଧରି ;ପୁର୍ଣ୍ଣିମାରେ ଯଥା ନାଚଇ ସାଗରଅମାବାସ୍ୟାରେ ସେପରି ।ନପାରଇ କରି କୁସଙ୍ଗ ମହତସ୍ୱଭାବ ପରିବର୍ତ୍ତନ,ଥିଲେ ହେଁ କଣ୍ଟାକ କାନନେ ସୁପୁଷ୍ପକରେ ବାସ ବିତରଣକୁସ୍ଥାନ ବାସରେ ମହତ ଜନରସଦ୍ଗୁଣ ନହୁଏ ନାଶ,ଶ୍ମଶାନ ଭୂମିରେ ଜନ୍ମିଲେ ତୁଳସୀହୁଅଇକି ହୀନବାସ,ଉଚ୍ଚକୁଳେ ଜାତ ହେଲେ ହେଉନରେରହି ନପାରେ କୁଜଂନ,କାଦମ୍ୱିନୀ ଗର୍ଭେ ଜନମି କୁଳିଶନୀଚକୁ କରେ ଗମନ,ବିଚଳିତ କରି ନଗାରେ ମହତମନ, ଦୁଷ୍ଟ କୁବଚନ,ବ୍ୟାଧ ବିଷସୁଖ ଶରେ ବିସହୋଇପାରେ ଶୈଳ ଅପଘନ,ମୂତ ଜନମାନେ ବୁଝି ନପାରନ୍ତିମହତ ବଚନ ମୂଲ୍ୟ,ସୂର୍ଯ୍ୟ ସମତାରା ଗଶଙ୍କୁ ମଣନ୍ତିସାଧାରଣ ଦୀପତୁଲ୍ୟ,ମହତ ଚରିତ୍ରେ ମିଥ୍ୟା ଦୋଷାଗେ୍ପନୀଚତାର ପରିଚୟ,ତହିଁ କିଛି ହୋଇ ଜପାରେ ମହତମହିମାର ଅପଚୟ,ଅକ୍ଷୟ ଚନ୍ଦ୍ରଙ୍କୁ କ୍ଷୟ ଜ୍ଞାନ କଲେକ୍ଷକି କିସ ଚନ୍ଦ୍ରଙ୍କର,ଦୋଷ ସିନା ତାହା ନିଜର ଅଜ୍ଞାନତମସାନ୍ଧ ନୟନର,ଲୋକନେତ୍ରେ ଅସ୍ତ ଦିଶନ୍ତି ମହତଅସ୍ତ କାହିଁ ତାହାଙ୍କର ?ଆମେରିକା ଖଣ୍ଡେ ନବୋଦିତ ଆମ୍ଭଅସ୍ତଗତ ଦିନକର,ମହତ ଯଶରେ ଇର୍ଷ୍ୟାକଲେ ନିଜହୃଦଦାହ ମାତ୍ର ସାର,ରବିଙ୍କି ଯେଦେଖେ କଠୋରଦୃଷ୍ଟିରେଚକ୍ଷୁତେଜ ନାଶେତାର,ଆନନ୍ଦ ମନରେ ବୁଲଇ ସୁଜନମହତ ସୁଯଗ୍ଧଗାଇ,ଚନ୍ଦନ ସୌରଭ ବାଣ୍ଟଇ ମଳୟସମୀରଣ ଧୀରବାହି,ମହତ ଆହ୍ପାଦ ଦିଅନ୍ତି ତହିଁରେଦୁର୍ଜନ କରଇ କଳି,ତପତ ତଇଳ କଟାହେ ସଲିଳଦେଲେ ଯଥା ଉଠେ ଜଳି,ମହତର ସୁଖ ମଧୁପୂର୍ଣ୍ଣ, ସୁଖେକଟୁ ଥୋଇ ନୀଚସୁଖୀ,ମଧୁପୂର୍ଣ୍ଣ ମଧୁ ଚକ୍ର ଅହୋ ! ବୁଲେଅଗ୍ନିସୁଖେ ଭଲ୍କା ମୁଖୀ,ପରଦୁଃଖ ଦେଖି ମହତ ହୃଦୟଅଧିକେ ହୁଏ ଦୁଃଖିତ,ମେଘନାଦେ ଯଥା ମହାଶୈଳଖୋଳଅଧିକେ ପ୍ରତିଧ୍ୱନିତ ।ମହାସଂକଟକୁ ମନେ ନ ଗଣନ୍ତିମହତ ଆଶ୍ରିତ ଜନ;ମହୋଦଧି ଗର୍ଭେ ବିଚରଇ ପୋତଆଶ୍ରୟ କରି ପବନ !ପର-ଇପକାର ସାଧନ ସୂଳକମହତ ଆଶ୍ରୟ ସାର,ବାତାଶ୍ରିତ ପୋତ କେତେ ଜନ ଦ୍ରବ୍ୟସାଗର କରଇ ପାର ।ଜଗତ ହୁଅଇ ମହତ କର୍ମ୍ମରଶୁଭମୟ ଫଳଭାଗୀ,ମହତ କୌଶଳେ ଦାସୀ କାର୍ଯ୍ୟକରେ୧ ବିଦ୍ୟୁତ ଜଗତ ଲାଗି ।
ବିଜୁଳୀ–ତାରରେ ସମ୍ବାଦ ଆଣେ, ଦୀପରୂପେ ଆଲୋକ ଦିଏ, ଶଙ୍କଟ ଟଳାଏ, ଇତ୍ୟାଦି ।ବ୍ୟୋମ ସଞ୍ଚରଣ ଶୀଳ ଜଳକଣ ୧ସାରଥୀ ଧରଣୀତଳେ,ଅଶ୍ୱ ବିନାରଥ ବାହେ ବାୟୁବେଗେମହତ କର୍ମ୍ମ କୌଶଳେ ।ବିନୟ ସୂଚଇ ମହତ, ପ୍ରଭାତସୂଚେ ସୁର୍ଯ୍ୟ ଆଗମନ,ବସନ୍ତ ସମୟ ସୂଚକ କୋମଳମଧୁର କୋକିଳ ସ୍ୱନ ।ନୀଚ ପ୍ରଶଂସାରୁ ମହତ ଭର୍ତ୍ସନାଶତଗୁଣେ ଶ୍ରେୟସ୍କର,କୁକ୍କୁଟ ମୁକୁଟେ କିକାର୍ଯ୍ୟ ? ମୟୁରପୁଚ୍ଛରେ ସିନା ଆଦର ।ଇହକାଳୁଁ ପର କାଳରେ ଅଧିକଯଶଃ ଖ୍ୟାତି ମହତରନଷ୍ଟ କୁସୁମର ବାସ ହୋଇଥାଏଅତରେ ଅଧିକ ତର ।ସାହସ କଳପ ତରୁ ଜାତକରେମହତ ହୃଦୟ ସ୍ୱର୍ଗ ।ସେ ପାଦପେ ଫଳେ ସୁଧାମୟ ଫଳକୁଞ୍ଜନ୍ତି ମାନବବର୍ଗ ।
ବାସ୍ତବରେ ରେଲ ଚଳିବା କଥା କାହାରିକି ଅବିଦିତ ନାହିଁ ।ଧନ୍ୟ ସାହସକୁ ମରଣଭୟକୁସାହସ କରିଛି ଜୟ;ଏକା ସାହସର ଭୃତ୍ୟଭାବେ ଥାନ୍ତିରାଜଶ୍ରୀ ସମ୍ଫଦ ଚୟ ।ଅସାଧ୍ୟ ସାଧଇ ଅଲଭ୍ୟ ଲଭଇମାନବ କରି ସାହସ,ସାବସ୍ ପ୍ରସାଦେ ଆବିଷ୍କାର କଲେଆମେରିକା ବଲମ୍ୱସ ।ଅନନ୍ତ ମାର୍ଗରେ ବିଚରଇ ନରସାହସର କରଧରି,ଦୁଃଖ ରତ୍ନାକରୁ ସୁଖମହାଚତ୍ନସାହସ ପାରେ ଉଦ୍ଧରି ।ଭାରତ ତ୍ରିଦିବ ହମାଦ୍ରି ଶିଖରେହୋଇଛି ମାନବ ବାସ,ଅସୁର ନଗରେ (୧) ନର ନରପତିସାହସେ କରି ବିଶ୍ୱାସ ।
ଯେଉଁ ଲଙ୍କାରେ ଅଦ୍ୟାପି ଅସୁର ଥିବାର ଲୋକଙ୍କର ବିଶ୍ୱାସ, ସେଠାରେ ନରର ପ୍ରଥମ ପ୍ରବେଶ ଅବଶ୍ୟ ସାହସ ।ଯଶରେ ଆଦର ନାହିଁ ମହତରଯଶ ଆପେ ଲୋଡ଼ିଯାଏ,ଲୋଡ଼ାବିନା ଦେଶ ଗଜରାଜ ଶିରେମୁକ୍ତା ସ୍ୱତଃ ହୋଇଥାଏ ।ମହତ ପ୍ରତିଭା- କ୍ଷେତ୍ରଜାତ ଯଶତଜେହୁଏ ପ୍ରକାଶିତ,ଘନେ ଘନଳତା ସଙ୍ଗେ ଘନଘୋଷହୁଏଯଥା ବିଘୋଷିତ ।ମହତ ମନ୍ଦିରେ ପଦ୍ମାଳୟା ଆସିବିଳସନ୍ତି ବିନାଦରେ,କିଏ ଡାକିଥାଏ ବାସ୍ତବ ଧନକୁଖେଳିବାକୁ ପ୍ରପାତରେ ?ବସନ ଭୂଷଣ ଆଡ଼ମ୍ୱର ଘେନିମହତ ନ ହୁଏ ଜନ;ବିବିଧ ରଙ୍ଗରେ ରଞ୍ଜିତ କାଚକିହୁଏ ହୀରକ-ଭଜନ ?ମହତ ଏକାସେ ଯେ ନର ରଙ୍ଗିବପ୍ରକୃତି ଧର୍ମେ ପଣ୍ଡିତ;ଈଶ୍ୱର-ପୀରତି- ସାଧକ ପବିତ୍ରଧରମ-ରତ୍ନେ ମଣ୍ଡିତ ।ଧର୍ମ ମହାତରୁ ପକ୍ଷରେ ମାନବହୃଦୟ କ୍ଷେତ୍ର ଉର୍ବର;ସୁଶିକ୍ଷା ଲାଙ୍ଗଳେ ଚଷି ଧର୍ମ- ବୀଜତହିଁରେ ରୋପଣ କର ।ଆବଶ୍ୟକ ତହିଁ ସଦାଚାର ଜଳସତସଙ୍ଗ ଆଳ-ବାଳ;ବାହାରଇ ଶାଖା ବିନୟ କରୁଣାସୈାଜନ୍ୟ ସତ୍କର୍ମ ଡାଳ ।ଈଶ୍ୱର ଭକତି, ପର ଉପକାରପଲ୍ଲବେ ହୁଏ ସୁନ୍ଦର,ଫୁଟଇ ପବିତ୍ର ଶୁଭ୍ର ଦିବ୍ୟ ଫୁଲତାବାସ ଅବନଶ୍ୱର ।ସୌରଭ ଲୋଭରେ ଜଗତ ଈଶ୍ୱରଚୁମ୍ୱନ୍ତି ହୋଇ ଭ୍ରମର;ଫଳଇ ଅମୃତ- ପୂର୍ଣ୍ଣ ଯଶ ଫଳରକ୍ଷଣେ ନର ଅମର ।ମହତକୁ ଏକା ମହତ ଚିହ୍ନଇଇତର ତହିଁକି ଅନ୍ଧ;ସୂର୍ଯ୍ୟୋଦୟ ଦେଖି ପ୍ରକୃତି ହସଇଉଲକର ଦୃଷ୍ଟି ବଦ୍ଧ ।ଆବର ବ୍ୟତିରକେ ।ତାଳ–ପ୍ରଶାଖା ଅର୍ଥରେ ପ୍ରଯୁକ୍ତ ।