ଛାନ୍ଦ-୩ — ପ୍ରେମକଳା — ଅଭିମନ୍ୟୁ ସାମନ୍ତସିଂହାର · ସ୍ୱର୍ଣ୍ଣଲିପିସମ୍ପୂର୍ଣ୍ଣ ସୂଚୀପତ୍ର
ଛାନ୍ଦ-୩
(ରାଗ- କଳଶା)ସାବଧାନ ଶୁଣ ଏବେ ସୁବିବେକ ନର ସେ ଫଳରୁ ଲଭିବଟି ଅମୂଲ୍ୟ ନନ୍ଦିନୀପ୍ରେମକଳା ବାଳଲୀଳା ଜନ୍ମାଦି ବିଚାର ॥୧॥ ଏତେ କହି ଅନ୍ତର୍ଦ୍ଧାନ ହୋଇଗଲେ ମୁନି ॥୧୫॥
ନୃପରାଣୀ ବିହରନ୍ତେ ଆନନ୍ଦ ମନରେ ରାଣୀ ବର୍ଗ ସେ ବଚନ ଦୃଢ଼ ଚିତ୍ତ କରିକୁମାରେ ଜନ୍ମିଲା ତହିଁ କେତେକ ଦିନରେ ॥୨॥ ଅଣାଇଲେ ଧର୍ମଧ୍ୱଜ ପୁରୋଧା ହକାରି ॥୧୬॥
ମହାମନୋହର ଛବି ଦ୍ୱିତୀୟ ମଦନ ସେ ସୁନ୍ଦରୀ ଜଗତ୍ତୟ ମୋହିନୀଙ୍କ ସାରଜନକ ମଳିନ ଦେଖି ପୂର୍ଣ୍ଣାନନ୍ଦ ମନ ॥୩॥ ହର ଯୋଗ ଭାଙ୍ଗିବାକୁ ସାମର୍ଥ୍ୟ ତାହାର ॥୧୭॥
ଆଡ଼ମ୍ବର କରି ନଗ୍ରେ ଉତ୍ସବ ସେ କଲେ ଶଇବାଳ-ଜିତ ବୋଲି ଅତ୍ୟନ୍ତ ମଞ୍ଜୁଳଶୋଭା ଦେଖି ‘ପୁଷ୍ପକେତୁ’ ନାମଟିକୁ ଦେଲେ ॥୪॥ ଠିଆ ଜୁଡ଼ା ସାଜି ଖଂଜନ କୁଳର ମାଳ ॥୧୮॥
ପୂର୍ବ ସମ୍ବତ୍ସରେ କେତେ ହୋଇଲା ନନ୍ଦନ ବାଙ୍କ ବାଙ୍କ ଡ଼େଉଁରିଆ ସୁକନକ ଝରାମୋହଚିତ୍ତେ ନାମ ଦେଲେ ମକର କେତନ ॥୫॥ ଜାଲିସୀମନ୍ତିଆମୋତିଲମ୍ବକରେତୋରା ॥୧୯॥
ଅବସାନ ରାଣୀଗର୍ଭେ ଜନମିଲେ ସୁତ କମଳେ ଭ୍ରମର ବେଢି ଥିଲାର ପରାଏକହିଁ କେ ଦୁଇ ତିନି କେ କରିବ ଅନ୍ତ ॥୬॥ ଅଳାକାଳିମାନ ଝୀଲିମିଲିର, ପରାଏ ॥୨୦॥
କାହାର ଗର୍ଭେ ନୋହିଲା ଦୁହିତା ଜନ୍ମିତ ମଦନ ତୁଣୀରେ ନାଶେ ମୋହର ଓଳମଏ ଘେନି ସବୁରି ଚିତ୍ତେ ବିରସ ଉଦିତ ॥୭॥ ଦକ୍ଷିଣ ପୁଟରେ ଡ଼େଙ୍ଗ ଲବଙ୍ଗ ଉତ୍ତମ ॥୨୧॥
ଏହିମତେ କେତେ ଦିନ ଅଭ୍ୟନ୍ତରେ ତହିଁ କର୍ଣ୍ଣାୟତ ଲୋକ ନେତ୍ର ଚାହାଣି ତାହାରନାରଦ ମିଳିଲେ ଆସି କରୁଣାକୁ ବହି ॥୮॥ ଭ୍ରୂଲତା କାମ କାର୍ମୁକେ କିସେମନୋଜର ॥୨୨॥
ଅନ୍ତଃପୁରେ ଦେଖି ଅତି ହରଷିତ ମନେ ଆମୋହ କୁନ୍ତ ବସାଇ ଡ଼େରିଥିଲା ପରିଆସନେ ବସାଇ ପାଦ ଧୋଇଲେ ଭୁବନେ ॥୯॥ ବାଙ୍କ ଲାଞ୍ଜ କଜ୍ଜ୍ୱଳ ସୁସମାର ଚାତୁରୀ ॥୨୩॥
ବିଷଣ୍ଣ ବଦନ ଭଙ୍ଗି ଦେଖି ତାହାଙ୍କର ମୁକୁର ଛାର କରଇ ବଦନ ମଣ୍ଡଳପଚାରନ୍ତି କୃପା ବଶେ ବ୍ରହ୍ମାର କୁମର ॥୧୦॥ ଅର୍ଦ୍ଧ ଚନ୍ଦ୍ର ଭାଲପଟେ ତା ଅତି ମଞ୍ଜୁଳ ॥୨୪॥
କହ ବରସ ବଦନ ବହିଅଛି କିମ୍ପା ଚନ୍ଦ୍ର ଖଣ୍ଡ ଗଣ୍ଡ ତା ନାରଙ୍ଗ କି ଚିବୁକକରନ୍ତି ନାହିଁକି ନୃପବର ଅନୁକମ୍ପା ॥୧୧॥ ପଲ୍ଲବ ଅଧର ଦନ୍ତପନ୍ତି ତ କରକଶୁଣି ପଦେ ପଡ଼ି ଉଠି ଶିରେ କର ଦେଇ କାଶ କୁସୁମ ସୁଷମ ତାହାର ବିଶେଷମୁନିଙ୍କ ଆଗେ କହନ୍ତି ସର୍ବ ମହାଦେଇ ॥୧୨॥ ପଢା ଶାରି ଭରଶାକୁ ନିନ୍ଦୁଛି ତାହା ଭାଷ ॥୨୬॥
ବିଭୋ ମହାଭୂତ ଜ୍ଞାତା ପ୍ରେମାନନ୍ଦ ଧନୀ ଗୂଢ ଫଳ ଫଳି କର୍ଣ୍ଣେ ମଞ୍ଜୁ କାପେ ସାଜେକେବଳ ଏ ଶୁଭେ ଜାତ ନୋହିଲା ନନ୍ଦିନୀ ॥୧୩॥ ପିପ୍ ପଳାପିପପଳପତ୍ର ଡେରାରେ ବିରାଜେ ॥୨୭॥
ପୂର୍ବ କଥା ମନେ ଘେନି କହିଲେ ଯେ ରଷି ମଲ୍ଲି କଢ଼ି ମଲ୍ଲି କଢ଼ି ପରତେ ଯେ ଦିଶେ
ଶବରୀ ନାରାୟଣଙ୍କୁ ସେବ ଘନକେଶୀ ॥୧୪॥ ବଣମଲ୍ଲି ସ୍ପୁଟ ଫୁଲ ତୁଲ ଫୁଲ କି ସେ ॥୨୮॥
କପୋତୀ ଗ୍ରୀବାରେ ହେମ ପ୍ରବାଳର ମାଳ ଉପହାର ଅନେକ ସଂଯୋଗ କଲେ ନେଇ ॥୪୬॥
ବିଛାମାଳି ଚାପସରି ବକୁଳର ଫଳ ॥୨୯॥ ଆନନ୍ଦରେ ଗଳେ ବେଳା ଭଲ ଗହନକୁକି ସର୍ଜିତ ବାହେ ଶୋହେ ରତ୍ନ ଉଭା ତାଡ଼ ଦରଶନ କଲେ ଯାଇ ଶ୍ରୀ ନରାୟଣଙ୍କୁ ॥୪୭॥
ସୁଦାମ ବାହୁରେ କିବା ହେମରେ ନିବାଡ଼ ॥୩୦॥ ଶଙ୍ଖ ଚକ୍ର ଗଦା ପଦ୍କ ଶ୍ରୀଶାରଙ୍ଗ ଧରମକରାକୃତି ବଳୟ ବାହୁରେ ଭୂଷଣ ଶଶୀବର୍ଣ୍ଣ ଚତୁର୍ଭୁଜ ସୁପୀତ ଅମ୍ବର ॥୪୮॥
କାଚ ଚୂଡ଼ି ପୂରାଇଛି ତହିଁରେ ସେ ପୁଣ ॥୩୧॥ ପଂଚ ଉପଚାର ପୂଜା ବିଧକି ବଢ଼ାଇଗନ୍ଧ ଫଳ ଅଙ୍ଗୁଳିରେ ରତନ ମୁଦ୍ରିକା ଧୂପ ଦୀପ ନଇବେଦ୍ୟ ଗନ୍ଧ ପୁଷ୍ପ ଦେଇ ॥୪୯॥
ପଦ୍ମଜିତ ପାଦେ କରେ ସୁଜାତି କଳିକା ॥୩୨॥ ଅର୍ଚ୍ଚନା ବନ୍ଦନା କରି ଧ୍ୟାନରେ ଧାରଣଉରଜ ଯୁଗଳ କାମ ଉଲଟ ନିଶାଣ ସମ୍ବତ୍ସରେ ସେବା କଲେ ଏହି ବିଷୟେଣ ॥୫୦॥
ସ୍ୟନ୍ଦନ କଳଶ ପରି ତା ଠାଣି ଗଠନ ॥୩୩॥ ପରସନ୍ନ ହୋଇ ଦିନେ ସେ ଦେବ ମାଧବଉର ସ୍ଥଳୀ ବିସ୍ଥାରିତ ଦେଖି କି ମଦନ ସ୍ୱପନେବୋଇଲେବର ମାଗ ଯାହାଥିବ ॥୫୧॥
ହେମ ଜିତେ ଉଭାଇଛି କିଏ ଶୋଭାବନ ॥୩୪॥ ଏହା ଜାଣି ଲଭି ବାଂଛା ରାଣୀଏ ମାଗିଲେତ୍ରିବଳି ଉଦର ପଦ୍ମ ପତ୍ରକୁ ନିନ୍ଦଇ ପୂର୍ବକଥାଚେତିନାରାୟଣ ଆଜ୍ଞାଦେଲେ ॥୫୨॥
ବର୍ଣ୍ଣ ବିସର୍ଗ ମଧ୍ୟ ସରିକି ନୁହଇ ॥୩୫॥ ଗର୍ଭେ ଜାତ ନୋହିବେତ ତୁମ୍ଭର କୁମାରୀହେମ ରମ୍ଭା ପତ୍ର ଚର୍ମ ଗୁରୁତା ନିତମ୍ବ କାଲି ଜଳେ ବରିବ ଅପୂର୍ବ ସୁକୁମାରୀ ॥୫୩॥
ସଘନ ଜଙ୍ଗ ପୁଳିନ ଜିଣିତା ଆରମ୍ଭ ॥୩୬॥ ଯେଉଁ କମଳ ଦେଖିବ ପ୍ରଭାତେ ନଦୀରେଉଲଟ କନକ ରମ୍ଭା ତା ଉରୁ ଯୁଗଳ ନନ୍ଦନୀ ଲଭିବ ସେହୁ କମଳ ଉଦର ॥୫୪॥
ସ୍ତନ ଦ୍ୱନ୍ଦ୍ୱ ଶୋହୁଅଛି କିଏ ତାଳ ଫଳ ॥୩୭॥ ତ୍ରିପୁରା ମୋହନା ସେ କାରଣ ହେତୁ ଜାତଆଶାର୍କ (?)ସମାନ ଶୁକ ନଳିର ସୁପ୍ରଭା ପଦ୍ମାବତୀକିବୋଇଲେହେଉମୋରସୁତ ॥୫୫॥
ଉଲଟ କରଳ (?) ପଦ ଅତ୍ୟନ୍ତ ଦୁର୍ଲଭା ॥୩୮॥ ବର ପାଇତୋଷ ହୋଇ ଶିବିକାରେ ଚଢିସଖା କଳା ପରି ନଖ ପଟଳ ଯତନ ସ୍ୱପୁରେପ୍ରବେଶିରବିହୋଇଲେଉହାଡ଼ି ॥୫୬॥
ଝଳି ତାକୁ ନିନ୍ଦା କରେ ବିଷମ କୁସୁମ ॥୩୯॥ ନୃପବର ଶୁଣିମନେ ଅଶେଷ ହରଷମୁଠା କଛା ମାରି ବିଛାମାଳିଆର ସୁଶାଢୀ କଷ୍ଟେକଷ୍ଟେଉଜାଗରେନିଶିକଲେଶେଷ ॥୫୭॥
ଅଙ୍ଗ ଛନ୍ଦି ଜାନୁ ପିନ୍ଧିଅଛି ଭିଡ଼ି ॥୪୦॥ ପାଂଚ ଦଣ୍ଡ ରାତ୍ର ଥାଉଁ ସ୍ନାନକୁ ଗମିଲେପଣନ୍ତ ଅଗ୍ରରେ ଗଣ୍ଠି ଅଛି ଯେ ପକାଇ ଯମୁନାଜଳରେ ପୁଣ୍ଡରୀକସେଦେଖିଲେ ॥୫୮॥
ତିଳକ ସାଜିଛି ମଧ୍ୟେ ସିନ୍ଦୂରକୁ ଦେଇ ॥୪୧॥ ମନୋରଥ ଲଭି ହେଲେ ସେ ପରମ ସୁଖୀମତ୍ତ କରୀ ପରି ଗତି କରି ସେ ଅଇଲା ସ୍ୱପୁରେ ମିଳିଲେ ସୁତାଲଭି ଆଶା ରଖି ॥୫୯॥
ରାଣୀଙ୍କର ପୁରତରେ ପ୍ରବେଶ ହୋଇଲା ॥୪୨॥ ଦିବ୍ୟ ସ୍ଥାନେ ପଦ୍ମକୋଷ ବିଦାରଣକଲେନମସ୍କାର କରି ତାକୁ ଆସନ ସେ ଦେଲେ ତ୍ରିଜଟା ମୋହିନୀଲଭିଆନନ୍ଦହୋଇଲେ ॥୬୦॥
କଲ୍ୟାଣ କରି ସେ ଯାଇ ତୋଷରେ ବସିଲା ॥୪୩॥ ସର୍ବଲକ୍ଷଣ ସଂପନ୍ନ ପଙ୍କଜ ସୁଦୃଶୀକେ ବୋଇଲା ଆଜୁ ତ ନୟନେ କଲା ଘର ଲାବଣ୍ୟ ସୁଧାନିଧିରୁ ଜାତଟି ସୁକେଶୀ ॥୬୧॥
ଫୁସ ସୃଷ୍ଟି ନାଶ ଉତପାତ ଅବତାର ॥୬୪॥ ଲୋକେ ଉମା ରମା ରତି ପରାଏ ମଣିଲେଏହି ରୂପେ କେତେ କହିଲେ ନ ଜାଣି ପରସ୍ପର ଧରି କେହୁ କାହାକୁ ବୋଇଲେ ॥୬୨॥
ନଗ୍ରରେ ଉତ୍ସବ କରାଇଲେ ନୃପମଣି ॥୬୫॥ ବିମୋହ ଅସ୍ତ୍ର ମଦନ ସଂହାରିଲା ସହିକୁଆଁ କୁଆଁ କାନ୍ଦି ପ୍ରସାରଇ କର ପାଦ ଯୁବାବର ଏବାର ରଖିବ ନାହିଁ ମହୀ ॥୬୩॥
ଜନନୀ ମାନଙ୍କ ଚିତ୍ତେ ବଢ଼ାଇ ପ୍ରମୋଦ ॥୬୬॥ ଉରୁଭାର ଭରାଦେଇ ଉଠିତ ଲୋଡ଼ିଲା ॥୮୧॥
ଗଣକେ କରନ୍ତି ଲଗ୍ନ ମଗ୍ନ ମୁଁ ମକରେ ଦିନୁଦିନ ମାରିବ ଶିଖିଲାସୁର ବୁଝାଇ କହନ୍ତି ନୃପତି ଛାମୁରେ ॥୬୭॥ ଧୀରେ ଧୀରେ ଉଠିବସିବାର ସେ ଆସିଲା ॥୮୨॥
ବିଭୁ ମହାରାଜା ଚକ୍ରବତ୍ତୀ ଚୂଡ଼ାମଣି ଆଣ୍ଠୁକର ଭର ଗତି ବିଧାନ ଜାଣିଲାପୁଣି ଜାତ ହେଲେ ଅତିଶୁଭ ସୁଲକ୍ଷଣୀ ॥୬୮॥ ଭିତ୍ତ ଅବଲମ୍ବ କରି ଉଭା ପୁଣି ହେଲା ॥୮୩॥
ଭାଦ୍ରବ ମାସ ଶୁକଳ ପକ୍ଷ ଏ ଅଷ୍ଟମୀ ଲମ୍ବା ଲମ୍ବା ମୃଦୁ ମୃଦୁ ପ୍ରକାଶିଲ ଭାଷାପଂଚବିଂଶ ଦିନ ଭୋଗ ବାସୁଦେବ ସ୍ୱାମୀ ॥୬୯॥ ଅଙ୍ଗୁଳି ଧରାଇ ଗତି ଶିଖାବନ୍ତି ଯୋଷା ॥୮୪॥
ଦିନ ଦ୍ୱୟ ଯାମ ଅନୁରାଧା ନକ୍ଷତ୍ରରେ ସମ୍ବତ୍ସର ଅନ୍ତେ ନାକ କାନକୁ ଚିହ୍ନାନ୍ତିଇନ୍ଦ୍ର ଯୋଗ ବାଲ୍ୟବ କରଣ ସଂଯୋଗରେ ॥୭୦॥ ଏକେ ମେକେ କରି କଉତକରେ ପୁଚ୍ଛନ୍ତି ॥୮୫॥
ବିଛାରେ ଚନ୍ଦ୍ରମା ଲଗ୍ନ ମଙ୍ଗଳ କୁମ୍ଭରେ ତ୍ରିହାୟନ ଯାଏ ଏହି କ୍ରମେ କ୍ରମିଗଲାଚତୁର୍ଥରେ ଶନି ଶୁକ୍ର ରାହୁ ପଂଚମରେ ॥୭୧॥ କଲଭ ଘୂର୍ଣ୍ଣନ ପରି ଗତି ପ୍ରକାଶିଲା ॥୮୬॥
ମିତ୍ରଗୁରୁ ବୁଧ ସପ୍ତମରେ ଏ ପ୍ରସିଦ୍ଧ ମୃଦୁ ଭାଷାରେ ପ୍ରମୋଦ କରଇ ମାନସଦଶମରେ ଚନ୍ଦ୍ର ମହୀ ନନ୍ଦନ ବିରୁଦ୍ଧ ॥୭୨॥ ଧୂନି ଆଦି ଖେଳରେ ବଢିଲା ଅଭିଳାଷ ॥୮୭॥
ଏକାଦଶମରେ କେତୁ ଅଛଇ ଯେ ରହି ଶ୍ରୀମୁଖରୁ ସ୍ୱେଦ ବିନ୍ଦୁ ବିଜେ କି ଝଲକାତୁନି ହେଲେ ଶ୍ରୀ ଛାମୁରେ ଏତେ ମାତ୍ର କହି ॥୭୩॥ ହିମକର ଅଙ୍ରୁ କି ଗଳେ କୁଜ୍ ଝିକା ॥୮୮॥
ଗଣକରେ ନୃପତି ଅନେକ ଦେଲେ ଶାୟେ କେତକୀରେ ପୁଷ୍ପରାଜ ଦିଶଇ ଯେସନଦୀନ ଦ୍ୱିଜାଳୟେ ବାରେ ଦେଲେ ଅପ୍ରମେୟେ ॥୭୪॥ କନକ ଅଙ୍ଗରେ ଧୂଳି ଉଚିତ ତେସନ ॥୮୯॥
ଦାଣ୍ଡ ହାଟ ପେଣ୍ଠଘାଟ ଏପରି ହୋଇଲା ନାକ କାନ ଭେଦି ଚୂଡ଼ା କର୍ମ ଆଦି କଲେଆଡ଼ମ୍ବର ହୋଇ ରାଜେ ଉତ୍ସବ ବଢିଲା ॥୭୫॥ ଏହି ମତେ ତହିଁ ଚାରି ହାୟନକୁ ନେଲେ ॥୯୦॥
ରାଣୀମାନେ ସେବା କରି ସାରିଲେ ନୀତିକି କୋଳି ଆଦି ଦେଖି ବାଳା ଅଳି ପ୍ରକାଶଇସ୍ନାନ କରି କ୍ଷୀରପାନେ ତୋଷିଲେ ପୁତ୍ରୀକି ॥୭୬॥ କୋଳ ଗୋଳ କରି ଜହ୍ନ ମାମୁକୁ ଡାକଇ ॥୯୧॥
କ୍ରମେ କ୍ରମେ ପଂଚୁଆତୀ ଉଠିଆରି ସାରି ଦେଖି ଭୀମ ପକ୍ଷ ଲୋଡ଼ଇ ବେଗରେଏକବିଂଶ ଦିନେ ବହୁ ଉତ୍ସବ ସେ କରି ॥୭୭॥ ଚିତ୍ର ଦ୍ରବ୍ୟ ଲୋଭ କରେ ଅତି ସରାଗରେ ॥୯୨॥
ସର୍ବକାଳ ପୂର୍ଣ୍ଣଦେଖି ମନେ ଚିନ୍ତା କଲେଜନକ ଜନନୀ ‘ପ୍ରେମକଳା’ ନାମ ଦେଲେ ॥୭୮॥ ଉଲଗ୍ନ ହୁଅଇ ପୁଣି ତତକ୍ଷଣ ॥୯୩॥
ସର୍ବ ଜନନୀରେ ସେହୁ ପାଳନାକୁ ପାଇ ଲାବଣ୍ୟ ଚାତୁରୀ ଗତି ବିନୋଦ ॥୯୪॥
କ୍ରମେ କ୍ରମେ ଶଶିକଳା ପରାଏ ବଢଇ ॥୭୯॥
ଖଟ ଦୋଳୀରେ ତା କୋଳେ ସରାଇଲେ ଦିନ ପଂଚ ଦିବ୍ୟ ଗୁରୁଙ୍କୁ ଜଣାଇଲେକେତେ ଦିନଗଲା ତହିଁ ଏମନ୍ତ ବିଧାନ ॥୮୦॥ ବିଦ୍ୟା ପଠନରେ ତତପର କରାଇଲେ ॥୯୫॥
କର ପାଦ ଚାଳି ଉଲଟିବାର ଜାଣିଲା ଲଳିତ ଲୋଚନା ନାମେ ମନ୍ତ୍ରୀର ନନ୍ଦିନୀଅଧ୍ୟାପକ ସ୍ଥାନେ ବିଦ୍ୟା ରଙ୍ଗରେ ପଢଇ ପରୋଧା ସୁତାର ନାମ ତ୍ରିପୁରମୋହିନୀ ॥୯୬॥
ଗୁରୁବାକ୍ୟ ମାତ୍ର କରେ ତା ଶିଖଇ ॥୯୯॥ ସାମନ୍ତ ପାତ୍ରଙ୍କ ସୁତା ଏଠାରେ ସପତସୁଚିତ୍ରା ବିଚିତ୍ରା ଚନ୍ଦ୍ର ଲତିକା ବିଚିତ୍ର ॥୯୭॥
ପ୍ରଶଂସା କରନ୍ତି ଗୁରୁ ହୋଇଣ ହରଷ ॥୧୦୦॥ ଶ୍ୟାମଳା ବିମଳା ପରିମଳା ଶକୁନ୍ତଳାଆଗମ ନିଗମ ଆଦି ବିଦ୍ୟାନ୍ତି ପଢିଲା ସମବୟସୀ ସଜନୀ ସଙ୍ଗୀତରେ ମେଳା ॥୯୮॥
ସାତ ସମ୍ବତ୍ସରେ ଏହି ପରକାରେ ଗଲା ॥୧୦୧॥
ସୁକୁମାରୀ ଚେଷ୍ଟାବେଳେବେଳେ କନିଷ୍ଠା ॥୧୦୨॥
ବିରହେ ଯୁବତୀ ଯଥା ବିହନ୍ତି ଚିତ୍ତକୁତଥା କଲା ଆଦରକୁ ॥୧୦୩॥
ଓଷା ବାର ବ୍ରତ କରିବାର ସୁମତିକିକ୍ରମେ କ୍ରମେ ବଳାଇ ଗତିକି ॥୧୦୪॥
ଛାନ୍ଦ-୪
[ରାଗ-ମାଳଶ୍ରୀ(?)]ଏଥୁଅନ୍ତେ ଶୁଣ ବିବେକି ବର ଚଉଷଠି କୋଟି ଯୋଗ୍ନୀ ସଙ୍ଗରେରମା ଯେ ମିଳିଲେ ଅମ୍ବିକାପୁର । ଭ୍ରମଣ କରୁ ତୁ ଅର୍ଦ୍ଧନିଶାରେଛାମୁରେ ଦେଇ ବହୁ ଉପହାର ଡିବି ଡିବି କୋଟି ଡମ୍ବରୁ ବାଜେଚରଣେ ପଡ଼ି ବୋଇଲା ଉତ୍ତର ସିଂହ ବାହିନୀ ହୋଇ କରୁ ବିଜେମହିଷାସୁରକୁ ମାରି, ଜୟ ଜୟ ଧ୍ୱନି ଶୁଭେ,ମହାମାୟେ ତାରିଅଛି ତିନିପୁରୀ ତିନିପୁରେ ହୁଳହୁଳି ମହାନାଦେପୁଣି ରକ୍ଷାକରି ଅଛ ଅମରପୁରୀ ॥୧॥ ପୁଣି ଗୁଣି ଶୁଣି ଆଶ୍ରେ କଲି ତୋର ପାଦେ ॥୪॥
ମା ଗୋ ଅନେକ କାଳୁ ସେବିଅଛି ତୋତେ ମାଗୋ ତୋର ଯଶ କେତେ କହିବି ମୁହିଁଏବେ ପ୍ରସନ୍ନ ହୁଅ ବାରେ ମୋତେ । ମହିମା ଯାହାର ନ ଜାଣେ ବିହିକେତେ କେତେ ଯଶ ଏହୁ ଜଗତେ ରାମଚନ୍ଦ୍ର ଯାହାକୁ କଲେ ପୂଜାପୁଣି ରଖିଅଛ ତୁଲେଦେବଙ୍କ ହିତେ ଏଣୁ ବ୍ୟାପିଯାଉ ବ୍ରହ୍ମାଣ୍ଡେ ପୂଜାମହିଷାସୁରକୁ ମାରି, ଚଣ୍ଡିକା ମଙ୍ଗଳା ହିଙ୍ଗୁଳାମହାମାୟେ ତାରିଅଛି ତିନିପୁରୀ ସାରଦା ଭଦ୍ରକାଳି ଉଗ୍ରତାରା,ପୁଣି ରକ୍ଷା କରିଅଛି ଅମରପୁରୀ ॥୨॥ ନାନାରୂପେ ତାରୁ ଦୁର୍ଗତି ଭାରା ॥୫॥
ଶୁମ୍ଭ ନିଶୁମ୍ଭ ଚଣ୍ଡ ମୁଣ୍ଡ ମାରି । ଅଖିଳ ନିବାସ ଯେ ପୀତବାସକାଳିକାରୂପ ଜଗତେ ବିସ୍ତାରି । ଯୋଗ ମାୟା ଚକ୍ର କଲେ ଯେ ଆଶରକ୍ତବୀର୍ଯ୍ୟ ସୈନ୍ୟ କଲ ନିପାତ ସଂସାରେ ଅଶେଷ ଲୀଳା ପ୍ରକାଶବ୍ରହ୍ମାଣ୍ଡେ ପୁରିଲା ତୋହରି ଗାତ୍ର ସବୁ ମାୟା ଅଟେ ତୋହର ଅଂଶଜୟ ଜୟ ବାଣୀ ଭଣି ସୁରଗଣ ମୁଁ ଦୀନ ଶରଣ ଚରଣ ତୋହରଶାନ୍ତି କଲେତୋର କୋପ, ରଖ ମୋ ହୃଦୟ ଦର,ପୁଣି ତକ୍ଷଣେ ହେତୁ ତୋହରି ରୂପ ॥୩॥ ତୋବିନା ଭରସା ନାହିଁ ମୋହର ॥୬॥
ନନ୍ଦେଶ୍ୱର ନୃପତିର ସୁତକୁ ତାଙ୍କୁ ଯେବେ ମୋତେ ନ ଦେବୁ ମାତପତିଦାନ ଦିଅ ମୋତେ ତାହାକୁ ଏହିକ୍ଷଣି ମୋର ଯିବ ଜୀବ ତସଉତୁଣୀ ହୋଇ ତାହାରି ମୁହଁ ଏ କଥା ସଂସାରେ ହେବ ବିଖ୍ୟାତସଦା ହୋଇଥିବି କାନ୍ତେ ସେନେହୀ ତୋତେ ଆଶ୍ରେ କରି ହୋଇଲି ହତଏହିବର ମୋତେ ଦିଅ ସିଦ୍ଧରଥି ଜଣାଇବାର ଆୟତ ମୋର ସିନାଯେବେ ବର ମାତା ତୁହି, ଘେନ ବା ନ ଘେନ ଏହା,ଦେଖ ବିରହେ କାତର ମୋ ଦେହି ॥୭॥ ତୋ ବାହାରେ ଆଉ କେ ଅଛି ସାହା ॥୮॥
ନୃପ ନନ୍ଦନାର ବିନୟବାଣୀ ତୁ ପୁଣି ଅଟୁ ନୃପତି କୁମାରୀଶୁଣି ଦୟାକଲେ ହର ଘରଣୀ ଚୋରି ପ୍ରୀତି କଲୁ ହେବୁ ଦୋଚାରୀପାଷଣ ବିଦାରି ହେଲେ ବାହାର ଆଜି ଆମ୍ଭେ ତୋତେ ସଙ୍ଗରେ ନେବାଶୋଭା ମୋହୁଅଛି ଏ ତିନିପୁର ନୃପ ସୁତକୁ ବିଭା କରାଇବାଜୟ ଜୟ ମା ଗୋ ବୋଲିଣ ସକଳେ ମନ ମନ ଯୁକ୍ତ ତୋ ତାହା କରଇପଡ଼ିଲେ ଚରଣ ତଳେ, ଯଥା ସଂସାରକୁ ମୋତେ,‘ଉଠ ଉଠ’, ଦେବୀ ବୋଇଲେ ॥୯॥ ତାକୁ ସଙ୍ଗ ପୁଣି କରିବା ତୋତେ ” ॥୧୧॥
ମାହାମାୟା ବୋଲେ ଉଭା ହୋଇଲେ ଏତେ କହି ଉମା ହେଲେ ବାହାରକରପତ୍ର ଯୋଡ଼ି ଶିରରେ ଦେଲେ ନୃପଜାକର ଧରି ବେନିକରତ୍ରାହି ତ୍ରାହି ବୋଲିସ୍ତୁତି ରଚିଲେ ଆନନ୍ଦ ହୋଇ ସର୍ବ ସଖୀଜନଶୁଣି ମହାଦେବୀ ହସି ବୋଇଲେ ବେଗବେଗ ହୋଇ କଲେ ଗମନଶୁଣ ନୃପ ଜେମା ଆମ୍ଭର ବଚନ ଆରପୁରେ ଯାଇ ପ୍ରବେଶ ହୋଇଲେ“ଯାହା ବାଞ୍ଛା କଲୁ ମନେ, ସର୍ବ ହେଲେ ମତି ତୋଷ,ସ୍ୱପ୍ନ ଦିନୁ ଦେଇଅଛି ପ୍ରସନ୍ନେ ॥୧୦॥ ବସିଲେ ଯାଇଣ ବାମାର ପାଶ ॥୧୨॥
ଶିବ ଆଜ୍ଞା ଦେଲେ ବୁଢ଼ୀକି ଚାହିଁକୁମରମଣି ପୁଣି ଅଛି ଯହିଁ ମଦନ କର୍ଦ୍ଦନ ନୃପ ନନ୍ଦନରାମା ଅଇଲାର ବୃତ୍ତାନ୍ତ ତାକୁ କେତେ ଚାହିଁଲେ ତାହା ସଙ୍ଗୀଜନକହି ଅଣାଇ ବେଗେ ଏ ଠାବକୁ ଆଜି ତାହାର ତୁଟିବ ଦୁର୍ଦ୍ଦଶାକାହିଁ ବସିଥିବ ଏକା ହୋଇ ବୀର ଆମ୍ଭର ଅଇଲା ତାହାକୁ କହିବରାମା ଆଶେ ପଥ ଚାହିଁ, ଶୁଣି ସେ ଆନନ୍ଦ ହେବ,ରାମା ହୋଇଅଛି ମଦନେ ବାଇ ॥୧୩॥ ପୁଣି ଉଚ୍ଛନ୍ନମାନ ମନୁ ତା’ର ଯିବ ॥୧୪॥
ଏହି ଶୁଣି ତିନି ସଖୀ ସଙ୍ଗରେ ରସିକ ଥିବାର ସ୍ଥାନରେ ଯାଇଘେନି ଚାଲିଲା ଦୂତିକା ରଙ୍ଗରେ ଦୂରୁ ଚାହିଁଲେ ତରୁତଳେ ରହିବୃକ୍ଷଙ୍କ ଛାଇରେ ନ ଦିଶେ ପଥ ଦେଖିଲେ କୁମର ବିରହ ପାଇଧରାଧରି ହୋଇ ଅଛନ୍ତି ହାତ ବିଳାପ କରେ ସେ ବ୍ୟାକୁଳ ହୋଇଧୀରେ ଧୀରେ ପାଦ ବଢ଼ାନ୍ତି ଚଳନ୍ତି ଯେତେ ଯେତେ ରୂପେ ଆତୁର ବାଣୀଝୁଂଟିବାକୁ ଭୟ କରି, ରହି ଶୁଣନ୍ତି ରମଣୀ,ଆଗେ ପଥ କଢ଼ଉଅଛି ସହଚାରୀ ॥୧୫॥ ଆର ଛାନ୍ଦେ କହିବା ତା ପ୍ରମାଣି ॥୧୬॥
ଜୟ ଜୟ ବୃଷଭାନୁ ନନ୍ଦିନୀବୃନ୍ଦାବନେଶ୍ୱରୀ କୌବଲ୍ୟ-ଦାନୀକୃଷ୍ଣ ମନ-ମୀନ-ମୀନ-ଭେଦିନୀ ପ୍ରୀତି ଘେନିମାକୁ ତୋ ତୁଲ୍ୟ ତୁହିଆକ୍ରୋଶ ପ୍ରେମ ରହୁ ସେ ବନ୍ଦିନୀ ତୋତେ ତୁଲ୍ୟ ଆଉ ବ୍ରହ୍ମାଣ୍ଡ ନାହିଁଜୟ ଜୟ ରସବତୀ ମୋ ବିନତି ଅଖିଳ ବ୍ରହ୍ମାଣ୍ଡ ସେ ପୀତବାସଘେନି ହର ମୋ ଦୁର୍ଗତି, ସ୍ନେହ ବାନ୍ଧିନେଲୁ ତାଙ୍କ ମାନସତୋ ପଦ୍ମପାଦେ ରହୁ ମୋର ମତି ॥୧୭॥ ଜୟ ଜୟ ରସବତୀ, ଘେନି ମୋ ବିନତିକୋଟି କୋଟି ଅବତାର ତୋ ପାଦୁ ହର ମୋ ଦୁର୍ଗତି,ନାଚୁ କେବା ଅବା ତେବେ ଯେ ବନ୍ଦୁ ତୋ ପଦ୍ମପାଦେ ରହୁ ମୋର ମତି ॥୧୮॥
ଚିନ୍ତା-ମଣିପୁରେ ବିହାର କରୁ “ ଅଟୁ ତହିଁ ସଂସାରସାକ୍ଷାତେ ତୁମ୍ଭେ ଅଟ କଳ୍ପତରୁ ସବୁ ଲୀଳା ତୋର ଅଭିଳାଷର”ଜୟ ଜୟ ରସବତୀ ମୋ ବିନତି ଏହା ଶୁଣିଣ ସାମନ୍ତ ସିଂହାରଘେନି ହର ମୋ ଦୁର୍ଗତି, ଆଶ୍ରେ କରିଅଛି ତୋର ପୟରତୋ ପଦ୍ମ ପାଦରେ ମୋର ମତି ॥୧୯॥ ଜୟ ଜୟ ରସବତୀ ମୋ ବିନତିଘେନି ହର ମୋ ର୍ଦୁଗତି,ତୋ ପଦ୍ମ ପାଦରେ ରହୁ ମୋର ମତି ॥୨୦॥