ପ୍ରଭାତେ
ଲକ୍ଷ୍ମୀକାନ୍ତ ମହାପାତ୍ର
୧୮୮୮–୧୯୫୩
- ସଂକଳନ: କଲ୍ଲୋଳ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୨୭
- ସ୍ଥିତି
- ସାର୍ବଜନୀନ (Public domain)
ରାତିଯାକ ବିନିଦ୍ର ନୟନେଚାହିଁ ଚାହିଁ କଣ୍ଟକ ଶୟନେ,ଶ୍ରାନ୍ତ ଆଖିପତା କ୍ଷଣେ ଯାଇଥିଲା ଲାଗି,ଚକିତେ ଚମକି ପୁଣି ଉଠିଲି ମୁଁ ଜାଗି,ଶୂନ୍ୟ ମନେ, ଉଦାସ ମଗନେ;ଚାହିଁ ଦେଲି ପୂରବ ଗଗନେ ।
ସମ୍ବନ୍ଧିତ ରଚନା
ଗୋପାଳକୃଷ୍ଣଙ୍କ ଚଉତିଶା
ଗୋପାଳକୃଷ୍ଣ ପଟ୍ଟନାୟକ
ନାନାବାୟା ଗିତ
ନନ୍ଦକିଶୋର ବଳ