ଗଛ ଉହାଡ଼ରୁ ରବି
ଲକ୍ଷ୍ମୀକାନ୍ତ ମହାପାତ୍ର
୧୮୮୮–୧୯୫୩
- ସଂକଳନ: କଲ୍ଲୋଳ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୩୪
- ସ୍ଥିତି
- ସାର୍ବଜନୀନ (Public domain)
ଉଠିଲେ ଉଇଁ ସେକାଳେ ।ପ୍ରଥମେ ହୋଇଲୁଁ ଦୁହେଁମୁହଁ ଚୁହାଁ ଚୁହିଁ ସକାଳେ ।ତାଙ୍କ ଆଗେ ଥିଲା ସାରା ଦିନପୂର୍ଣ୍ଣ-ଗୌରବ ମଣ୍ଡିତ;ମୋ ଦିନଟା ବିମର୍ଷ-ମଳିନ,ଶୂନ୍ୟ-ଲୋତକ ସ୍ତିମିତ ।ପ୍ରଦୋଷେଶାରଦ ଆକାଶେ ଉଇଁଅଇଲେ ଶଶି-ହରଷେ ।
ସମ୍ବନ୍ଧିତ ରଚନା
ଗୋପାଳକୃଷ୍ଣଙ୍କ ଚଉତିଶା
ଗୋପାଳକୃଷ୍ଣ ପଟ୍ଟନାୟକ
ନାନାବାୟା ଗିତ
ନନ୍ଦକିଶୋର ବଳ