ରଜତ କିରଣ ଛୁଇଁ
ଲକ୍ଷ୍ମୀକାନ୍ତ ମହାପାତ୍ର
୧୮୮୮–୧୯୫୩
- ସଂକଳନ: କଲ୍ଲୋଳ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୬୪
- ସ୍ଥିତି
- ସାର୍ବଜନୀନ (Public domain)
ଉଠିଲେ ହସି-ସରସେ ।ତରୁଲତା, ଫୁଲ ଉପବନ,ଗିରି, ନଦୀ, ପ୍ରାନ୍ତର କାନନଗାଇଲେ ବିହଗ ରାଜିଲୁଚି ଗଛ ଡ଼ାଳରେ-ମୋହନ ସାଜରେ ସାଜିପ୍ରକୃତି ଉଠିଲେ ନାଚିଉଠିଲା ସଙ୍ଗୀତ ବାଜିସେହି ମଧୁ ତାଳରେ ।କିନ୍ତୁ,ବିଶ୍ୱ ବିମୋହନ ସେହି କୁହୁକ ମନ୍ତରପରଶି ପାରିଲା ନାହିଁ ମୋ କ୍ଷୁବ୍ଧ ଅନ୍ତରମରମ ଅନ୍ଧାର ଭେଦି ଗୋଠିଏ ରଜତ ରେଖାହସ ହସ ମୁଖେ ତହିଁ ନ ଦେଲା ଦେଖା,ନ ଫୁଟିଲା କଇଁଫୁଲ ଗୋଟିଏ-ନ ଉଠିଲା ବିଷାଦର କ୍ଷୀଣ ସ୍ୱରଟିଏ ।
ସମ୍ବନ୍ଧିତ ରଚନା
ଗୋପାଳକୃଷ୍ଣଙ୍କ ଚଉତିଶା
ଗୋପାଳକୃଷ୍ଣ ପଟ୍ଟନାୟକ
ନାନାବାୟା ଗିତ
ନନ୍ଦକିଶୋର ବଳ