କଥା ଓ ଜୀବନ
ନନ୍ଦକିଶୋର ବଳ
୧୮୭୫–୧୯୨୮
- ସଂକଳନ: ନିର୍ମାଲ୍ୟ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୨୪
- ସ୍ଥିତି
- ସାର୍ବଜନୀନ (Public domain)
କେତେ କେତେ ଉଚ୍ଚ କଥା କହେ ମୁଁ ବଚନେ,କେତେ କେତେ ଦୁର୍ବଳତା ଅଛି ମୋର ମନେ,ଅନ୍ତର୍ଯ୍ୟାମି ଜାଣ ସବୁ ମୋ ପ୍ରାଣଦୀନତା,କେବେ ହେବ ପ୍ରଭୋ ! କଥା−ଜୀବନ−ସମତା ?
ସମ୍ବନ୍ଧିତ ରଚନା
ଜରା-ମରଣ
ନନ୍ଦକିଶୋର ବଳ
ତୀର୍ଥ ଯାତ୍ରା
ନନ୍ଦକିଶୋର ବଳ
ସେହିପରି ଏ ମୋର ହୃଦୟ
ନନ୍ଦକିଶୋର ବଳ
ନବବର୍ଷା ଭାବନା
ନନ୍ଦକିଶୋର ବଳ