ବ୍ରାହ୍ମ ମୁହୂର୍ତ୍ତ
ନନ୍ଦକିଶୋର ବଳ
୧୮୭୫–୧୯୨୮
- ସଂକଳନ: ନିର୍ମାଲ୍ୟ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୨୬
- ସ୍ଥିତି
- ସାର୍ବଜନୀନ (Public domain)
ବ୍ରାହ୍ମମୁହୂର୍ତ୍ତରେ ବିଭୋ ! ଯେ ଦିବ୍ୟ ବିଭବତବ କୃପା ଶୁଣେ ଚିତ୍ତେ କରେଁ ଅନୁଭବବିଭ୍ରଷ୍ଟ ସେ ବୈକୁଣ୍ଠରୁ ହେ ମମ ଦେବତା !ବିଷୟା ବିଷରେ ମଜ୍ଜି ହଜେ କିମ୍ପା ଚେତା ?
ସମ୍ବନ୍ଧିତ ରଚନା
ଜରା-ମରଣ
ନନ୍ଦକିଶୋର ବଳ
ତୀର୍ଥ ଯାତ୍ରା
ନନ୍ଦକିଶୋର ବଳ
ସେହିପରି ଏ ମୋର ହୃଦୟ
ନନ୍ଦକିଶୋର ବଳ
କଥା ଓ ଜୀବନ
ନନ୍ଦକିଶୋର ବଳ