ବରଷା ଆସିଲାରୁ ଘନ
ନନ୍ଦକିଶୋର ବଳ
୧୮୭୫–୧୯୨୮
- ସଂକଳନ: ଚାରୁଚିତ୍ର
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୫୭
- ସ୍ଥିତି
- ସାର୍ବଜନୀନ (Public domain)
ତୋ ମୁଖେ କରେ ଆଚ୍ଛାଦନ ।ବିବିଧ ବରିଦର ପନ୍ତି
-୩-
ନୀଳ ଲୋହିତ ପୀତ ରଙ୍ଗକରେ ଚିତ୍ର ତୋ ଶୁଭ୍ର ଅଙ୍ଗଅସଂଖ୍ୟ–ତାରକା–ଖଚିତ,ହେ ଅନ୍ତରୀକ୍ଷ କି ବିଚିତ୍ର !ଦିବା, ପ୍ରଦୋଷ, ନିଶା, ଉଷା,ପିନ୍ଧୁ ତୁ ଆନ ଆନ ଭୂଷା ।ଗ୍ରୀଷମ, ବରଷା, ଶରତ,ହେମନ୍ତ, ଶିଶିର, ବସନ୍ତ,ଷଡ଼–ଋତୁରେ ଦେଶେ ଦେଶେସାଜୁ ତୁ ନବ ନବ ବେଶେ ।ତା ପଛେ ଝରଇ ଝର୍ଝରବରଷା ଧାରା ଖରତର ।
ସମ୍ବନ୍ଧିତ ରଚନା
ଜରା-ମରଣ
ନନ୍ଦକିଶୋର ବଳ
ତୀର୍ଥ ଯାତ୍ରା
ନନ୍ଦକିଶୋର ବଳ