ପତିତ ବରଷାର ଧାରା
ନନ୍ଦକିଶୋର ବଳ
୧୮୭୫–୧୯୨୮
- ସଂକଳନ: ଚାରୁଚିତ୍ର
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୨୩
- ସ୍ଥିତି
- ସାର୍ବଜନୀନ (Public domain)
କ୍ଷିତିରେ ଖୋଳାଇ ମାହାରା ।ପ୍ରବାହ–ନଦୀ–ନାଳାକାରେବହଇ ଜଳ ପାରାବାରେ ।ଶରତେ ନିର୍ମଳ ଚନ୍ଦ୍ରମାପ୍ରକାଶେ ଅତୁଳ ସୁଷମା ।ହେମନ୍ତ–ପ୍ରଭାତେ କୁହୁଡ଼ିଘୋଟନ୍ତେ ଆଶା ଯାଏ ବୁଡ଼ି ।
ସମ୍ବନ୍ଧିତ ରଚନା
ଜରା-ମରଣ
ନନ୍ଦକିଶୋର ବଳ
ତୀର୍ଥ ଯାତ୍ରା
ନନ୍ଦକିଶୋର ବଳ