ମହିମା ଧର୍ମର ସନ୍ଥ କବି । ମଣିଷର ଦୁଃଖ ଓ ମୁକ୍ତିର ଭାବନାକୁ ଭଜନରେ ଗାଇଥିଲେ ।
ଭୀମ ଭୋଇଙ୍କ ଭଜନ ଓ ସ୍ତୁତି ଲୋକମୁଖରେ ଆଜି ବି ଗାନ ହୁଏ । ସରଳ ଭାଷାରେ ଗଭୀର ଆଧ୍ୟାତ୍ମିକ ଚିନ୍ତା ତାଙ୍କ ରଚନାର ମୂଳ ସ୍ୱର ।
ଭୀମ ଭୋଇ