ଟ
ନୀଳମଣି ବିଦ୍ୟାରତ୍ନ
୧୮୬୭–୧୯୨୩
- ସଂକଳନ: ପ୍ରବାଦ ପୁଷ୍ପାଞ୍ଜଳୀ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୬୧
- ସ୍ଥିତି
- ସାର୍ବଜନୀନ (Public domain)
ଟଙ୍କା ଯାର, ମାମଲା ତାର ।ଟଙ୍କ ନ ଥାଇ ଟଭା, ଟାଙ୍ଗର ମୁଣ୍ଡରେ ଗଭା ।ଟିକର ଭୂଇଁ ଚାଷ, ଟୋକା ସାଙ୍ଗେ ପରିହାସ ।ଠଠିକିଲେ ଶିଖି ।ଠାପୁଆକୁ ମେଘ ଆଶ୍ରା ।ଠା ରୁ ନ ଉଠେ ବର, ଧରାଧରି ବିଭା କର ।ଠା ଜାଣି ହସି, ଠା ଜାଣି ବସି ।ଠକ ବାଛୁ ବାଛୁ ଗାଁ ଉଜାଡ଼ ।ଠାକୁର ଘରେ କିଏ ରେ ? ମୁଁ ତ କଦଳୀ ଖାଇ ନାହିଁ ।
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର