ଡ଼
ନୀଳମଣି ବିଦ୍ୟାରତ୍ନ
୧୮୬୭–୧୯୨୩
- ସଂକଳନ: ପ୍ରବାଦ ପୁଷ୍ପାଞ୍ଜଳୀ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୩୧
- ସ୍ଥିତି
- ସାର୍ବଜନୀନ (Public domain)
ଡାହାଣୀ କୋଡ଼ରେ ପୁଅ ।ଡିମ୍ବ ତିଉଣ କି ଆଇଁଷରେ ଲେଖା ? ।ଡେଙ୍ଗା ମୁଣ୍ଡରେ ଠେଙ୍ଗା ।ଡାହାଣୀ ହୋଇ ଲାଗେ, ଗୁଣିଆ ହୋଇ ଝାଡ଼େ ।ଡରୁ ଯେବେ କରୁ କାହିଁକି, କରୁ ଯେବେ ଡରୁ କାହିଁକି-? ।
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର