ଅଛତ ଅନ୍ତରେ
ଲକ୍ଷ୍ମୀନାରାୟଣ ସାହୁ
ପଦ୍ମଶ୍ରୀ · ୧୮୯୦–୧୯୬୩
- ସଂକଳନ: ବିକ୍ରମ ଦେବ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୨୨
- ସ୍ଥିତି
- ସାର୍ବଜନୀନ (Public domain)
ଦେଖୁଛିତ ମୁହିଁ ଏହିଶିଶୁଟିଏ ଯେପରି ଶୋଇଛି ଆରାମେଶୋଇଛ ତୁମେ ଦେବଯେହ୍ନେ ବିରାମେଆଉ ପୁର୍ଣ୍ଣ ହେଲେ ନିଦପୁଣି ହସି ଉଠିଲ ହେ ଦେବ ।
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର