ସପନ-ସୁନ୍ଦରୀ
୧୮୬୪–୧୯୩୪
- ସଂକଳନ: କଳ୍ପନା କୁଞ୍ଜେ
- ପଢ଼ିବା ସମୟ
- ୬ ମିନିଟ୍
- ଶବ୍ଦ
- ୯୪୪
- ସ୍ଥିତି
- ସାର୍ବଜନୀନ (Public domain)
ସପନ ସୁନ୍ଦରୀ !ଗୋପନେ କିଆଁ ଗୋଆସ ମୋର ଶୂନ୍ୟୟରେଲପନ ଇଙ୍ଗତେକି ଅବୁଝା କଥାକୁହ ସଖି ବ୍ୟଥାତୁରେ ।କଂପନ ଜାଗଇଏ ବିରହୀ ପ୍ରାଣେତୁମର କଟାକ୍ଷ ପାତେ,ତପନ ଜଳେ ମୋଦରଦୀ ପରାଣେତବ ଆଗମନେ ଏଥେ,ରୂପସି ! ଫେର ଗୋ ଖରେ,ବପନ ନ କରଖେଦବୀଜ ଆଉଦେଖାଇ ସେ ରୂପ ଥରେ ।୧।ମଞ୍ଜୀର ଗୋ ତବମଂଜୁଳ ନିନାଦେବେସୁରା ରାଗରେ ଆଜି,ଶିଂଜନେ ତା’ର ଗୋଉଲସାଇ ଦିଏସଖି ମୋର ଲୋମରାଜି ।ଗୁଞ୍ଜନ ତୋଳେ ମୁଁବିରହୀ ପରାଣେସୁମରି ଅତୀତ କଥା,ପଂଜର ମୋହରଦୋହଲାଇ ଦିଏଦାରୁଣ ବିଚ୍ଛେଦ ବ୍ୟଥା,କଂଜ ବଦନା ରେ ମୋର,ରଂଜନ ଆଶେ କିଆଶାୟୀ ପରାଣେଆଜି ଏ ଭାବ ବିଭୋର ।୨।ଭରମ ଉପୁଜେସତେ କି ଗୋ ପ୍ରିୟାନ ପାରୁଛ ମୋତେ ଭୁଲି,କରମ ଆଦରିରହିଛ କି ସତେପ୍ରଣୟ-ପ୍ରଦୀପ ଜାଳି ।ଚରମ ସୀମାରେପହଞ୍ଚି ସଜନି !ନ ପାରିଲ ଆଉ ସହି,ପରମ ସଂପଦପୀରତି ଲାଳସେଆସିଲ ମୋ ପାଶେ ଧାଇଁ,ସରମ ଚାହାଣି ଢାଳିମରମେ ମୋହରବିରହ-ଅନଳନ ଦିଅ ଗୋ ଆଉ ଜାଳି ।୩।ଚରଣ ପାଶେ ମୋବସିଛ କିଂପାଇବହି ମନେ ଅଭିମାନ,ଶରଣ ଲୋଡ଼ କିନ ସହି ପାରି ଏମନମଥ କାମବାଣ ।ବରଣ କରିଣଅକୁହା କଷଣହୃଦୟହୀନ ସମାଜେ,ମରଣ ଯାତନାସହି ସହି ଏବେନ ଡରିଲ ଆଉ ଲାଜେ,ହରଣ କରି ସେ ଗ୍ଲାନି,
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର