ମହାପରିବର୍ତ୍ତନରୁ
ଚିନ୍ତାମଣି ମହାନ୍ତି
୧୮୬୭–୧୯୪୩
- ସଂକଳନ: ବ୍ରଜରେଣୁ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୪୩
- ସ୍ଥିତି
- ସାର୍ବଜନୀନ (Public domain)
ଉଦ୍ଧର ହେ କଳ୍ପତରୁ,ଶଙ୍କିତ ମୁଁ ଶଙ୍କା ମୋର କର ହରଣ । ୬ ।ଏ ପରିବର୍ତ୍ତନ ଧକା -ମାଡେ ଲାଗିଲାଣି ଥକା,ଏ ଦଣ୍ଡରୁ କୋଟି ଗୁଣେ ଶ୍ରେୟ ମରଣ । ୭ ।ନାହିଁ କିଛି ମୋ ଆୟତ୍ତ,ରହିଛି ଉଦାସବତ,ଯାହା ଇଚ୍ଛା କର ପ୍ରଭୁ ଗଲି ଶରଣ । ୮ ।
ସମ୍ବନ୍ଧିତ ରଚନା
ଗୋପାଳକୃଷ୍ଣଙ୍କ ଚଉତିଶା
ଗୋପାଳକୃଷ୍ଣ ପଟ୍ଟନାୟକ
ନାନାବାୟା ଗିତ
ନନ୍ଦକିଶୋର ବଳ