ଘ
ନୀଳମଣି ବିଦ୍ୟାରତ୍ନ
୧୮୬୭–୧୯୨୩
- ସଂକଳନ: ପ୍ରବାଦ ପୁଷ୍ପାଞ୍ଜଳୀ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୪୮
- ସ୍ଥିତି
- ସାର୍ବଜନୀନ (Public domain)
ଘରୁ ଖାଇ ବଣିଜ ଶିଖିବା ।ଘର ଢିଙ୍କୀ କୁମ୍ଭୀର ହେଲା ।ଘା ଶୁଖିଲେ କି ଚିହ୍ନ ଯାଏ ? ।ଘୋଡ଼ା ଘାସ ନ ଖାଇଲେ ପୁରାଣପଣ୍ଡ ର ଦୋଷ ।ଘର ନିଆଁକୁ କି ଅଣ୍ଟିରେ ରଖି ? ।ଘୁଷୁରୀ କି କାହିଁ ପାଚିଲା କଦଳୀ ? ।ଘର ବୁଡ଼ି ପାଣି ଆଣ୍ଠିଏ, ଅନ୍ଧ କହେ ମେଘ ଦୁଲୁକୁଚି ।
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର