ଦଧିବାମନ
ଗୋବିନ୍ଦ ରଥ
୧୮୪୮–୧୯୧୮
- ସଂକଳନ: କରତାଳି
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୪୪
- ସ୍ଥିତି
- ସାର୍ବଜନୀନ (Public domain)
ହେ ପ୍ରଭୁ ଦଧିବାମନ,ମୋ ହୁଃଖ କରି ଶ୍ରବଣ ।ଆଡନେତ୍ରେ ଥରେ ଚାହିଁଏ କଷ୍ଟ ଦେବ ଉଡାଇ ହେ ।୧।ଅମଙ୍ଗେଇ ଠାକୁରାଣୀ,ପାଶେ କହି ମଧୁବାଣୀ ।କରିବ ତାଙ୍କୁ ଆୟତ୍ତ,ସେତ ପୀଠେଶ୍ୱବର ସତ ହେ ।୨।କନ୍ଦରପୁର ଠାକୁର,ଅଟନ୍ତି ଭାବେ ଶଶୁର ।ସମ୍ମାନରେ ଡାକୁଥାଅ,ତାଙ୍କୁ ସକଳ ବୁଝାଅ ହେ ।୩।