ଆଚାର୍ଯ୍ୟବରଣ ବିଧି
ଗୋବିନ୍ଦ ରଥ
୧୮୪୮–୧୯୧୮
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୭୧
- ସ୍ଥିତି
- ସାର୍ବଜନୀନ (Public domain)
ଆଚାର୍ଯ୍ୟବରଣାର୍ଥେ ବା ପୈତ୍ତଳଂ ଚ କମଣ୍ଡଳୁଂଅଷ୍ଟୋତ୍ତରଶତୀ ମାତା ରୁଦ୍ରାକ୍ଷୀଚାସନଂ ଶୁଭଂ। ୨୩ ।ଗୋମୁଖୀ ରକ୍ତବର୍ଣ୍ଣା ବା ଅଧୋବସ୍ତ୍ରେ ସୁଶୁଭ୍ରକେ ।ସୌବର୍ଣ୍ଣୀ ଚାନ୍ଦ୍ରିକୀ ବାପି ଦକ୍ଷିଣା ପୁଷ୍ପଳା ତଥା। ୨୪ ।ସୁକୁଳୀନାୟ ଶାନ୍ତାୟ ଋଜବେ ସାଂପ୍ରଦାୟିକେ ।ଦତ୍ତ୍ୱା ଚୈତାନ ବସ୍ତୂନି ଶିବମାରାଧୟେତ୍ତତଃ। ୨୫ ।
ଅର୍ଥ :- ଆଚାର୍ଯ୍ୟ ବରଣାର୍ଥ ପିତଳର କମଣ୍ଡଳୁ, ଅଷ୍ଟୋତ୍ତରଶତୀ ରୁଦ୍ରାକ୍ଷମାଳା, ଉତ୍ତମ ଶୁଭ ଆସନ, ରକ୍ତବର୍ଣ୍ଣ ଗୋମୁଖୀ, ଉତ୍ତମ ଶୁଭ୍ର ଧୋତିଚଦର, ସୁବର୍ଣ୍ଣ ବା ରୂପାର ଦକ୍ଷିଣା, ଶାନ୍ତ ସୁକୁଳୀନ ସରଳ ସାମ୍ପ୍ରାଦାୟିକ ବ୍ରାହ୍ମଣକୁ ଦେଇ ତତ୍ପରେ ଶିବପୂଜା କରିବ । ୨୫ ।