ରାଗ ବସନ୍ତ
ଗୋବିନ୍ଦ ରଥ
୧୮୪୮–୧୯୧୮
- ସଂକଳନ: ସନାତନ ଗୀତା (2)
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୮୮
- ସ୍ଥିତି
- ସାର୍ବଜନୀନ (Public domain)
କିମୟଂ ରଚୟତି ନୟନ ତରଙ୍ଗଂ ॥
କୈରବିନୀ ନହି ରଜତି ପତଙ୍ଗଂ ॥
ବାରୟ ମାଧବମୁଦୟଦନଙ୍ଗଂ ॥
ସ୍ପୃଶତି ଯଥାୟଂ ନ ସଖି ମଦଙ୍ଗଂ ॥
କମ୍ପିକରାନ୍ମ ପତିତ ଲବଙ୍ଗଂ ॥
ହିମପି ତଥାପି ନ ମୁଞ୍ଜସି ରଙ୍ଗଂ ॥
କମପି ସନାତନ ଧର୍ମମରଙ୍ଗଂ ॥
ନ ପରିହରିଷ୍ୟେ ହୃଦିକୃତ ସଙ୍ଗଂ ॥
ଭକ୍ତର ସ୍ତୁତିରାଗ ଭୈରବୀଅପଘନଘଟିତ ଘୃସୁଣ ଘନସାର ॥
ପିଞ୍ଛ ଖଚିତ କୁଞ୍ଚିତ କଚଭାର ॥
ଜୟ ଜୟ ବଲ୍ଯବ ରାଜକୁମାର ॥
ରାଧାବକ୍ଷସି ହରି ମଣିହାର ଧ୍ରୁ ॥
ରାଧାଧୃତିହର ମୁରଲୀ ତାର ॥
ନୟନାଞ୍ଚଳ କୃତ ମଦନ ବିକାର ॥
ରସଭଞ୍ଜିତ ରାଧା ପରିବାର ॥
କଳିତ ସନାତନ ଚିତ୍ତ ବିହାର ॥
ଦୁତୀ ଶ୍ରୀକୃଷ୍ଣ ଉତ୍କଣ୍ଠା ବର୍ଣ୍ଣଜପୂର୍ବକ ନାୟିକାପ୍ରତି ବିନୟ କରୁ ଅଛନ୍ତି ।