ନାରଦ ଉବାଚ
ଗୋବିନ୍ଦ ରଥ
୧୮୪୮–୧୯୧୮
- ସଂକଳନ: ସକାମଶିବପୂଜା
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୩୯
- ସ୍ଥିତି
- ସାର୍ବଜନୀନ (Public domain)
କେନ ବା ପୂଜ୍ୟତେ ଦେବଃ ପଦାର୍ଥେଣ ବିଶେଷତଃ ।କେନ ବା ବିଧିନା ତତ୍ର ଯସ୍ମାତ୍ ସିଦ୍ଧିଂ ଲଭେନ୍ନରଃ। ୮ ।
ଅର୍ଥ :- ନାରଦ କହିଲେ କି କି ବିଶେଷ ପଦାର୍ଥରେ ମହାଦେବଙ୍କର ପୂଜାହୁଏ ବା କେଉଁ ବିଧିରେ ପୂଜାକଲେ ନର ସିଦ୍ଧି ଲାଭକରେ ତାହା କହନ୍ତୁ । ୮ ।