ନାମ ଭଜନ
ଚିନ୍ତାମଣି ମହାନ୍ତି
୧୮୬୭–୧୯୪୩
- ସଂକଳନ: ବ୍ରଜରେଣୁ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୨୧
- ସ୍ଥିତି
- ସାର୍ବଜନୀନ (Public domain)
ଭଜ ମନ କୃଷ୍ଣନାମକୁ,ଚାଲିଯିବୁ ସୁଖେ ମୋକ୍ଷଧାମକୁ । ୦ ।ପୂର୍ଣ୍ଣ ପରଂବ୍ରହ୍ମପୁରୁଷ ଉତ୍ତମଜପ ମନ ଛାଡି ଅନ୍ୟ କାମକୁ । ୧ ।
ସମ୍ବନ୍ଧିତ ରଚନା
ଗୋପାଳକୃଷ୍ଣଙ୍କ ଚଉତିଶା
ଗୋପାଳକୃଷ୍ଣ ପଟ୍ଟନାୟକ
ନାନାବାୟା ଗିତ
ନନ୍ଦକିଶୋର ବଳ