ମୁକୁଟ ଓ କୌପୀନ
ଗୋଦାବରୀଶ ମହାପାତ୍ର
୧୮୯୮–୧୯୬୫
- ସଂକଳନ: ଉଠ କଙ୍କାଳ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୬୦
- ସ୍ଥିତି
- ସାର୍ବଜନୀନ (Public domain)
ସେ ପଟେ ଉଠଇ ତୋପ ବନ୍ଧୁକକମ୍ପାଇ ବସୁମତୀଉଠଇ ଏ ପଟେ କୋଟି ଜନତାରକଣ୍ଠ ତଟର ଗୀତି ।ଏ କି କୋଳାହଳ, ପଚାର ଯାତ୍ରୀ,କାହାର ଏ ଅଭିଯାନ ?ଶୁଣିବ-ଏ ପଟେ ରାଜମୁକୁଟକୁସେ ପଟରେ କୌପୀନ !ଯୁଗଯୁଗାନ୍ତ ଅନ୍ଧାର ଗିରି-ଗହର ତଳେ ଥାଇଲଭିବ ସିନ୍ଧୁ ସଂଗମ ବୋଲିଆସିଲା ଯେ ନଈ ଧାଇଁଏତେ ଦିନେ ସେଇ ନୀଳଗିରି-ଗିରି ଗହର ହୋଇ ପାରିକଙ୍କାଳକୁଳ ରୁଦ୍ଧ ଜୀବନମୁକ୍ତିର ଅଧିକାରୀ !
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର