ଲଖ୍ୟେଶ୍ୱର
ଗୋବିନ୍ଦ ରଥ
୧୮୪୮–୧୯୧୮
- ସଂକଳନ: କରତାଳି
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୪୦
- ସ୍ଥିତି
- ସାର୍ବଜନୀନ (Public domain)
ବରିମୁଣ୍ଡା ଲଖ୍ୟେଶ୍ୱର,କର୍ଣ୍ଣ ଡେରି ଶୁଣାକର ।କୁଆଖାଇ ନଦୀ ଛାଡ଼ି,ରଖାଇଛ ଚଉପାଡି ହେ ।୧।ପୀଠ ଅତି ମନୋହର,ରସାଳତୋଟା ପାଶର ।କଟକରୁ ବହୁଜନ,ଆସି କରନ୍ତି ଦର୍ଶନ ହେ ।୨।ମୋର ଲଖ୍ୟ ଲଖ୍ୟେଶ୍ୱର,ରହଛି ପାଶେ ତୁମ୍ଭର ।କଷ୍ଟରୁ କରିବ ପାରି,ତେଜବଳେ ବୃତ୍ରହାରି ହେ ।୩।