ଲ
ନୀଳମଣି ବିଦ୍ୟାରତ୍ନ
୧୮୬୭–୧୯୨୩
- ସଂକଳନ: ପ୍ରବାଦ ପୁଷ୍ପାଞ୍ଜଳୀ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୪୦
- ସ୍ଥିତି
- ସାର୍ବଜନୀନ (Public domain)
ଲୁହାଲାଗି ଅଗ୍ନିଦେବତା ମାଡ଼ ଖାଆନ୍ତି ।ଲଙ୍କାରେ ହରି ଶବଦ ।ଲକ୍ଷେ ବାଟୁଳୀ ପଟେ କାଣ୍ଡ ।ଲଙ୍ଗଳାଗାଁରେ ଧୋବା ହେତା ।ଲାଭ ଗୁଡ଼ ପିମ୍ପୁଡ଼ି ଖାଏ ।ଲୁହା ଗରବକୁ ନିଆଁ ଭାଙ୍ଗେ ।ଲେଖୁ ଲେଖୁ କରଣ, ହଗୁ ହଗୁ ମରଣ ।ଲୋଭରୁ ପାପ, ପାପରୁ ମୃତ୍ୟୁ ।
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର