ଗୁରୁସ୍ମରଣଂ — ଗୋବିନ୍ଦ ରଥ · ସ୍ୱର୍ଣ୍ଣଲିପିଅଥାତ୍ମଚିତ୍ତପ୍ରତିଶାନ୍ତ୍ୟର୍ଥମିନ୍ଦ୍ରିୟାଣାମେକାଗ୍ରବୃତ୍ତିକରଣାର୍ଥଂ ଚ ପୁଷ୍ପାଞ୍ଜଳିଂ ଗୃହୀତ୍ୱା ସ୍ୱଗୁରୋଃ ସ୍ମରଣଂ କୁର୍ଯ୍ୟାତ୍ । ତଦ୍ଗଥା -
ନମାମି ସଦ୍ଗୁରୁଂ ଶାନ୍ତଂ ପ୍ରତ୍ୟକ୍ଷଂ ଶିବରୂପିଣଂ ।ଶିରସା ଯୋଗପୀଠସ୍ଥଂ ସର୍ବକାମାର୍ଥସିଦ୍ଧୟେ। ୧ ।ଶ୍ରୀଗୁରୁଂ ପରମାନନ୍ଦଂ ନମାମ୍ୟାନନ୍ଦବିଗ୍ରହଂ ।ଯସ୍ୟ ସାନ୍ନିଧ୍ୟମାତ୍ରେଣ ଚିଦାନନ୍ଦାୟତେ ପରଂ। ୨ ।ଅଖଣ୍ଡମଣ୍ଡଳକାରଂ ବ୍ୟାପ୍ତଂ ଯେନ ଚରାଚରଂ ।ତତ୍ପଦଂ ଦର୍ଶିତଂ ଯେନ ତସ୍ମୈ ଶ୍ରୀଗୁରବେ ନମଃ। ୩ ।ନମୋଽସ୍ତୁଃ ଗୁରବେ ତସ୍ମୈ ସ୍ୱେଷ୍ଟଦେବସ୍ୱରୂପିଣେ ।ଯସ୍ୟ ବାଗମୃତଂ ହନ୍ତି ବିଷଂ ସଂସାରସଂକୁଳଂ। ୪ ।ପ୍ରାତଃପ୍ରଭୃତିସାୟାନ୍ତଂ ସାୟାଦିପ୍ରାତରନ୍ତତଃ ।ଯତ୍କରୋମି ଜଗନ୍ନାଥ ତଦସ୍ତୁ ତବ ପୂଜନଂ। ୫ ।ଅଜ୍ଞାନତିମିରାନ୍ଧସ୍ୟ ଜ୍ଞାନାଞ୍ଜନଶଳାକୟା ।ଚକ୍ଷୁରୁନ୍ମୀଳିତଂ ଯେନ ତସ୍ମୈ ଶ୍ରୀଗୁରବେ ନମଃ। ୬ ।ଇତି ଗୁରୁଂ ମନସା ଧ୍ୟାତ୍ୱା ପ୍ରଣମ୍ୟ ଚ ପୁସ୍ତକଂ ପ୍ରତି ପୁଷ୍ପାଞ୍ଜଳିଂ ଦଦ୍ୟାତ୍ ।
ଅର୍ଥ :- ଆପଣାର ଚିତ୍ତ ଓ ପ୍ରକୃତିର ଶାନ୍ତି ନିମିତ୍ତ ଏବଂ ଇନ୍ଦ୍ରିୟ ମାନଙ୍କର ଏକାଗ୍ରବୃତ୍ତିକରଣାର୍ଥ ହସ୍ତରେ ପୁଷ୍ପାଞ୍ଜଳି ଧରି ମନମଧ୍ୟରେ ଶ୍ରୀଗୁରୁଙ୍କୁ ସ୍ମରଣ କରି ପୁସ୍ତକ ଉପରେ ଦେଇ ଉପର ଲିଖିତ ଶ୍ଳୋକ ପାଠକରି ନମସ୍କାର କରିବ ।
ଦିକ୍ଶୋଧନଂ ।
ଅଥ ଦିକ୍ଶୋଧନଂ କୁର୍ଯ୍ୟାତ୍ । ତଦ୍ଗଥା-କ୍ରମତଃ ପୂର୍ବାଦିଦଶଦିକ୍ଷୁ ପୀତସର୍ଷପାନ୍ ବିକୀର୍ଯ୍ୟ ଇମଂ ମନ୍ତ୍ରଂ ପଠେତ୍ । ତଦ୍ଗଥା -
ଓଁ ଅପସର୍ପନ୍ତୁ ତେ ଭୂତା ଯେ ଭୂତା ଭୂବି ସଂସ୍ଥିତାଃ । ଯେ ଭୂତା ବିଘ୍ନକର୍ତ୍ତାରସ୍ତେ ନଶ୍ୟନ୍ତୁ ଶିବାଜ୍ଞୟା-। ପଶ୍ଚାତ୍ତାଳତ୍ରୟମପି ବିଦ୍ୟାତ୍ । ତତ୍ରେମଂ ମନ୍ତ୍ରଂ ।
‘‘ ଓଂ ଆଂ ହୁଂ ଫଟ୍ ସ୍ୱାହା ।’’
ଅର୍ଥ-ଅପସର୍ପନ୍ତୁ’’ ଏହି ମନ୍ତ୍ରପଢ଼ି ପୀତବର୍ଣ୍ଣ ସୋରିଷ ପୂର୍ବଦିଗରୁ ଆରମ୍ଭି କ୍ରମେ ବୁଣିଦେବ । ତତ୍ପରେ ଓଂ ଆଂ ହୁଂ ଫଟ୍ ସ୍ୱାହା ଏହି ମନ୍ତ୍ର ପଢ଼ି ତିନିଗୋଟି ତାଳିମାରି ଦିକ୍ ଶୋଧନ କରିବ ।
ଅଥ ତୀର୍ଥାବାହନଂ ।
ତନ୍ତ୍ର ତନ୍ନିମିତ୍ତକୃତବିବରେ ଗଙ୍ଗାଦିଜଳଂ ଯଥାଲବ୍ଧଂ ପୂରୟିତ୍ୱାଗୋଦୁଗ୍ଧେନକୁଶାଦିକୃତକୂର୍ଚ୍ଚେନାଭିର୍ଷିଞ୍ଚନ୍ନାବାହୟେତ୍ । ତତ୍ରାୟଂ ମନ୍ତ୍ରଃ ।
ପୁଷ୍କରାଦ୍ୟାନି ତୀର୍ଥାନି ଗଙ୍ଗାଦ୍ୟାଃ ସରିତସ୍ତଥା ।ଆଗଚ୍ଛନ୍ତୁ ମହାଭାଗାସ୍ତିଷ୍ଠନ୍ତ୍ୱତ୍ର ଶିବାର୍ଚ୍ଚନେ ।ତତ୍ର କର୍ପୂରାତ୍ୟାନକ୍ଷତାନ୍ ପ୍ରକ୍ଷିପ୍ୟେବଂ କ୍ରମତଃ ପଠେତ୍ ।
ଅର୍ଥ :- ତତ୍ପରେ ଶିବଶିଖରର ଡାହାଣଭାଗରେ ଯେଉଁ ଗର୍ତ୍ତ କରାଯାଇଅଛି ତହିଁରେ ଯଥାଲାଭ ଗଙ୍ଗାଦିଜଳ ପୂର୍ଣ୍ଣ କରି ଗୋଦୁଗ୍ଧ କୁଶବିଷ୍ଟର ଦ୍ୱାରା ସେଚନ କରି ତଳଲିଖିତ ମନ୍ତ୍ର ପଢ଼ି ତୀର୍ଥାବାହନ କରିବ ଓ ତହିଁରେ କର୍ପୂର ଅକ୍ଷତ ପକାଇବ । ୦।
୧.
ଓଁ ଶିବାୟ କ୍ଷିତିମୂର୍ତ୍ତୟେ ନମଃ । ଇତି ପ୍ରାଚ୍ୟାଂ ।
୨.
ଓଁ ଭବାୟ ଜଳମୂର୍ତ୍ତୟେ ନମଃ । ଇତି ଐଶାନ୍ୟାଂ ।
୩
ଓଁ ରୁଦ୍ରାୟ ଅଗ୍ନିମୂର୍ତ୍ତୟେ ନମଃ । ଇତି ଉଦୀଚ୍ୟାଂ ।
୪
ଓଁ ଉଗ୍ରାୟ ବାୟୁମୂର୍ତ୍ତୟେ ନମଃ । ଇତି ବାୟବ୍ୟାଂ ।
୫
ଓଁ ଭୀମାୟ ଆକାଶମୂର୍ତ୍ତୟେ ନମଃ । ଇତି ପ୍ରତୀଚ୍ୟାଂ ।
୬
ଓଁ ପଶୁପତୟେ ଯଜମାନମୂର୍ତ୍ତୟେ ନମଃ । ଇତି ନୈର୍ଋତ୍ୟାଂ ।
୭
ଓଁ ମହାଦେବାୟ ସୋମମୂର୍ତ୍ତୟେ ନମଃ । ଇତି ଦକ୍ଷିଣସ୍ୟାଂ ।
୮
ଓଁ ଈଶାନାୟ ସୂର୍ଯ୍ୟମୂର୍ତ୍ତୟେ ନମଃ । ଇତି ଆଗ୍ନେୟ୍ୟାଂ ।
୯
ଓଁ ଶଙ୍କରାୟ ଇନ୍ଦ୍ରମୂର୍ତ୍ତୟେ ନମଃ । ଇତି ଆକାଶେ ।
୧୦
ଓଁ ଭୂତେଶାୟ ଶେଷମୂର୍ତ୍ତୟେ ନମଃ । ଇତି ପାତାଳେ ।ଇତି ଦଶଦିଗ୍ବନ୍ଧନଂ କୁର୍ଯ୍ୟାତ୍ ।ଅର୍ଥ -ଏହି ଉପରୋକ୍ତ ପ୍ରତ୍ୟେକ ମନ୍ତ୍ର ପଢ଼ି ପ୍ରତ୍ୟେକ ଦିଗ୍ବନ୍ଧନ କରିବ ।ଘଟପୂଜା ।ତଦଶ୍ଚ ମଙ୍ଗଳାର୍ଥଂ ଘଟାଦିଷୁ ଯଥୋଚିତଂ ସାମାନ୍ୟତୟା କେବଳଂ ଗଣେଷପୂଜନଂ କୁର୍ଯ୍ୟାତ୍ ।ତଦ୍ଗଥା-ପୂଜାପ୍ରକାରମାହ ତତ ଈଶାନକୋଣେ ଅବ୍ରଣଂ କଳଶଂ ଅକ୍ଷତଭୂଷିତଂ ସ୍ଥାପ୍ୟ ଭୂମିସ୍ପର୍ଶନ ମନ୍ତ୍ରଃ-
‘‘ଓଁ ଭୂରସି ଭୂମିରସି ବିଶ୍ୱଧାୟା ବିଶ୍ୱସ୍ୟ ଭୂବନସ୍ୟ ଧର୍ତ୍ତ୍ରୀଂ । ପୃଥିବୀଂ ଯଚ୍ଛ ପୃଥିବୀଂ ଦୃଂହ ପୃଥିବୀଂ ମାହିଁସୀଃ । ଇତି ଭୂମିସ୍ପର୍ଶନଂ ।’’
ଧାନ୍ୟସ୍ଥାପନମନ୍ତ୍ରଃ । ‘‘ଓଁ ଧାନ୍ୟମସି ଧିନୁହି ଦେବାନ୍ପ୍ରାଣାୟତ୍ୱୋଦାନାୟତ୍ୱା ବ୍ୟାନାୟତ୍ୱା ଦୀର୍ଘାମନୁପ୍ରସିତି ମାୟୁଷେଧାନ୍ ଦେବୋବଃ ସବିତା ହିରଣ୍ୟପାଣିଃ ପ୍ରତିଗୁଭ୍ଧାତ୍ୱଚ୍ଛିଦ୍ରେଣ ପାଣିନା ଚକ୍ଷୁଷେ ତ୍ୱା ମହୀନାଂ ପୟୋଽସି ।’’
ତସ୍ୟୋପରି କଳସଂ ସ୍ଥାପୟେତ୍ ମନ୍ତ୍ରେଣ ‘‘ଓଁ ଆଜିଘ୍ରକଳସଂ ମହ୍ୟା ତ୍ୱା ବିଶ୍ୱକ୍ତିନ୍ଦବଃ । ପୁନରୁର୍ଯ୍ୟା ନିବର୍ତ୍ତଃସ୍ୱସାନଃ ସହସ୍ରଂ ଧୂକ୍ଷ୍ୱୋରୁଧାରା ପୟସ୍ୱତୀ ପୁନର୍ମା ବିଶତା ଦ୍ରୟିଃ ।’’
ଜଳପୂରଣମନ୍ତ୍ରଃ । ‘‘ଓଁ ବରୁଣସ୍ୟୋତ୍ତମ୍ଭନମସି ବରୁଣସ୍ୟ ସ୍ତମ୍ଭ ସର୍ଜନୀସ୍ଥଃ । ବରୁଣସ୍ୟ ଋତସଦନ୍ୟସି ବରୁଣସ୍ୟ ଋତସଦନମସି ୠତସଦନମାସୀଦ ।’’
କଣ୍ଠେ ବସ୍ତ୍ରଂ ବେଷ୍ଟୟେତ୍ । ମନ୍ତ୍ରଃ । ‘‘ଓଁ ବସୋଃପବିତ୍ରମସି ଶତଧାରଂ ବସୋଃ ପବିତ୍ରମସି ସହସ୍ରଧାରଂ । ଦେବସ୍ତ୍ୱାସବିତା ପୁନାତୁ ବସୋଃପବିତ୍ରେଣ ଶତଧାରେଣ ସୁପ୍ୱାକାମଧୁକ୍ଷଃ ।’’
ଫଳମନ୍ତ୍ରଃ । ‘‘ଓଁ ଯାଫଳିନୀ ର୍ଯ୍ୟା ଅଫଳା ଅପୁଷ୍ପାୟାଶ୍ଚ ପୁଷ୍ପିଣୀଃ । ବୃହସ୍ପତିପ୍ରସୂତାସ୍ତାନୋ ମୁଞ୍ଚନ୍ତ୍ୱଂହସଃ ।’’ପଞ୍ଚରତ୍ନ ପ୍ରକ୍ଷେପ ମନ୍ତ୍ରଃ । ‘‘ଓଁ ପରିଜାତପତିଃ କବିଭଗ୍ନ ର୍ହବ୍ୟାନ୍ୟକ୍ରମୀତ୍ । ଦଧତ୍ରତ୍ନାନି ଦାଶୁଷେ ।’’
ଦକ୍ଷିଣାଦାନମନ୍ତ୍ରଃ । ‘‘ଓଁ ହିରଣ୍ୟଗର୍ଭଃ ସମବର୍ତ୍ତତାଗ୍ରେ ଭୂତସ୍ୟ ଜାତଃ ପତିରେକ ଆସୀତ୍ । ସଦାଧାର ପୃଥିବୀଂଦ୍ୟାମୁତେ ମାଂ କସ୍ମୈ ଦେବାୟ ହବିଷା ବିଧେମ ।’’
ଗନ୍ଧମନ୍ତ୍ରଃ । ‘‘ଓଁ ଗନ୍ଧଦ୍ୱାରାଂ ଦୁରାଧର୍ଷାଂ ନିତ୍ୟପୁଷ୍ଟାଂ କରିଷିଣୀଂ । ଈଶ୍ୱରୀଂ ସର୍ବଭୂତାନାଂ ତ୍ୱାମିହୋ ପହ୍ୱୟେ ଶ୍ରିୟଂ ।’’
ଓଷଧି ପ୍ରକ୍ଷେପଃ । ‘‘ଓଁ ଯାଓଷଧୀଃ ପୂର୍ବାଂଜାତା ଦେବେଭ୍ୟ ସ୍ତ୍ରିଯୁଗଂ ପୁରା । ମନୈ ନୁବଭୃଣାମହଂ ଶତଂ ଧାମାନି ସପ୍ତ ଚ ।’’ସପ୍ତମୃତ୍ତିକାପ୍ରକ୍ଷେପମନ୍ତ୍ରଃ । ‘‘ଓଁ ସ୍ୟୋନାପୃଥିବୀ ନୋଭବାନୃକ୍ଷରାନିବେଶନୀ । ଯଚ୍ଛାନଃ ଶର୍ମସପ୍ରଥାଃ ।’’ଦୂର୍ବା ମନ୍ତ୍ରଃ । ‘‘ଓଁ କାଣ୍ଡାତ୍କାଣ୍ଡାତ୍ ପ୍ରରୋହନ୍ତି ପରୁଷଃ ପରୁଷପ୍ପରି । ଏବାନୋ ଦୂର୍ବେପ୍ରତନୁ ସହସ୍ରେଣ ଶତେନ ଚ ।’’ପଞ୍ଚପଲ୍ଲବ ଦାନମନ୍ତ୍ରଃ । ‘‘ଓଁ ଅଶ୍ୱତ୍ଥେବୋନିଷଦନଂ ପର୍ଣ୍ଣେ ବୋ ବସତି ଷ୍କୃତା । ଗୋଭାଜଇତ୍କିଳାସଥ ଯତ୍ସନବଥପୂରୁଷଂ ।’’
ପବିତ୍ର ଦାନମନ୍ତ୍ରଃ । ‘‘ଓଁ ପବିତ୍ରେସ୍ଥୋ ବୈଷ୍ଣବ୍ୟୌ ସବିତୁର୍ବଃ ପ୍ରସବ ଉତ୍ପୁନାମି । ଅଚ୍ଛିଦ୍ରେଣ ପବିତ୍ରେଣ ସୂର୍ଯ୍ୟସ୍ୟ ରଶ୍ମିଭିଃ ।’’
ପୂର୍ଣ୍ଣଶରାବଦାନମନ୍ତ୍ରଃ । ‘‘ଓଁ ପୃର୍ଣ୍ଣାଦର୍ବୀ ପରାପତ ସୁପୂର୍ଣ୍ଣା ପୁନରାପତ । ବସ୍ତ୍ରେବବିତ୍ରୀଣାବହାଇଷମୂର୍ଜଂ ଶତତ୍ରତୋ ।’’
ଶ୍ରୀଫଳ ଦାନମନ୍ତ୍ରଃ । ‘‘ଓଁ ଶ୍ରୀଶ୍ଚତେ ଲକ୍ଷ୍ମୀଶ୍ଚ ପତ୍ନ୍ୟା ବହୋରାତ୍ରେ ପାର୍ଶ୍ୱେ ନକ୍ଷତ୍ରାଣି ରୂପମଶ୍ୱି ନୌବ୍ୟାତ୍ତଂ । ଇଷନ୍ନିଷାଣା ମୁମ୍ମ ଇଷାଣ ସର୍ବଲୋକଂ ମଇଷାଣ ।’’
ପ୍ରତିଷ୍ଠାମନ୍ତ୍ରଃ । ଓଁ ମନୋଜ୍ୟୁତି ର୍ଜୁଷତାମାଜ୍ୟସ୍ୟ ବୃହସ୍ପତିର୍ଯଜ୍ଞମିମଂ ତନୋତୁ । ଅରିଷ୍ଟଂ ଯଜ୍ଞଂ ସମିମଂ ଦଧାତୁ ବିଶ୍ୱେଦେବା ସ ଇହ ମା ଦୟନ୍ତା ମୋ ପ୍ରତିଷ୍ଠ ।
ଓଁ ଭୁର୍ଭୁବଃସ୍ୱଃ ଗଣେଶବରୁଣ ଇହାଗଛ ଇହତିଷ୍ଠ ।
ଓଁ ଗଣନାଂତ୍ୱ ଗଣପତିଂହବାମହେ ପ୍ରିୟାଣାଂତ୍ୱା ପ୍ରିୟପତିଂ ହବାମହେ ନିଧୀନାଂତ୍ୱା ନିଧିପତିଂ ହବାମହେ ବସୋମମ ଆହମଜାନି ଗର୍ଭଧମାତ୍ୱମଜାସି ଗର୍ଭଧଂ । ଇତି ମନ୍ତ୍ରେଣ ଗଣେଷ ମାବାହୟେତ୍ ।
ଓଁ ତତ୍ୱାୟାମି ବ୍ରାହ୍ମଣା ବନ୍ଦମାନସ୍ତଦା ଶାସ୍ତେ ଯଜମାନୋହବିର୍ଭିଃ । ଅହେଡ଼ମାନୋବରୁଣେହବୋଧ୍ୟୁରୁ ଶଂସମାନ ଆୟୁଃପ୍ରମୋଷୀଃ । ଇତିମନ୍ତ୍ରେଣ ବରୁଣଂ ଆବାହୟେତ୍ ।
ପଞ୍ଚୋପଚାରେଣ ଗଣେଶଂ ବରୁଣଂ ଚ ପୂଜୟେତ୍ ।ତୀର୍ଥାବାହନ ମନ୍ତ୍ରଃ । ସର୍ବେ ସମୁଦ୍ରାଃ ସରିତସ୍ତୀର୍ଥାନି ଜଳଦାନଦାଃ । ଆୟାନ୍ତୁ ଯଜମାନସ୍ୟ ଦୁରିତକ୍ଷୟକାରକାଃ ।
ତତଃ କଲଶାଭିମନ୍ତ୍ରଣଂ । କଲଶସ୍ୟ ମୁଖେ ବିଷ୍ଣୁଃ କଣ୍ଠେ ରୁଦ୍ରଃ ସମାଶ୍ରିତଃ । ମୂଳେ ତସ୍ୟ ସ୍ଥିତୋବ୍ରହ୍ମା ମଧ୍ୟେ ମାତୃଗଣାଃ ସ୍ମୃତାଃ । କୁକ୍ଷୌ ତୁ ସାଗରାଃ ସପ୍ତ ସପ୍ତଦ୍ୱୀପା ବସୁନ୍ଧରା । ରୁଗ୍ବେଦୋଽଥ ଯଜୁର୍ବେଦଃ ସାମବେଦୋହ୍ୟଅଥର୍ବଣଃ । ଅଙ୍ଗୈଶ୍ଚ ସହିତାଃ ସର୍ବେ କଲଶଂ ତୁ ସମାଶ୍ରିତାଃ । ତତଃ କଲଶ ପ୍ରାର୍ଥନା ।
ଦେବଦାନବସଂବାଦେ ମଥ୍ୟମାନେ ମହୋଦଧୌ । ଉତ୍ପନ୍ନୋଽସି ଯଦାକୁମ୍ଭ ବିଧୃତୋ ବିଷ୍ଣୁନା ସ୍ୱୟଂ । ତ୍ୱତ୍ତଃସର୍ବାଣି ତୀର୍ଥାନି ଦେବାଃ ସର୍ବେତ୍ୱୟିସ୍ଥିତାଃ । ତ୍ୱୟି ତିଷ୍ଠନ୍ତି ସର୍ବେଽପି ଯତଃ କାମଫଳପ୍ରଦାଃ । ତ୍ୱତ୍ ପ୍ରସାଦାଦିମଂ ଯଜ୍ଞଂ କର୍ତ୍ତୁମୀହେ କଳୋଇବ । ସାନ୍ନିଧ୍ୟଂ କୁରୁ ମେ ଦେବ ପ୍ରସନ୍ନୋ ଭବ ସର୍ବଦା । ଇତି ପ୍ରାର୍ଥନା ।
ପୁନରାତମ୍ୟ ଯଥା-ସମ୍ଭବିତସଂକଳ୍ପଂ କୁର୍ଯ୍ୟାତ୍ । ଅର୍ଥାତ୍ ଯଦି ପୂର୍ବଦିବସଃ ସ୍ୟାତ୍ତଦାମୁଖ୍ୟ ଯଜମାନମାହୂୟାଦୌ ବରଣବିଧିନା କାରୟେତ୍। ପଶ୍ଚାତ୍ ଦ୍ୱିତୀୟମପି ସଂକଳ୍ପଂ ତଦ୍ବିବସନିମିତ୍ତାତ୍କାର୍ଯ୍ୟପ୍ରମାଣଚ୍ଚାଚାର୍ଯ୍ୟଃ ସ୍ୱୟଂ କୃର୍ଯ୍ୟାତ୍ । ଯଦ୍ୱା ସ୍ୱସ୍ୟାର୍ଥମେବ ପୂଜନଂ ସ୍ୟାତ୍ତଦା ପ୍ରଥମଂ ନିୟମିତ ଦିବସାନୁଚ୍ଚାର୍ଯ୍ୟ ପୂଜନସ୍ୟ ହେତୁଂ ଚୋଚ୍ଚାର୍ଯ୍ୟ ସ୍ୱନାମ୍ନୈବ ସଂକଳ୍ପଂ କୁର୍ଯ୍ୟାତ୍ । ପୂଜାକାଳେ ଦ୍ୱିତୀୟମପି ସଂକଳ୍ପଂ ତଦ୍ଦିବସନିମିତ୍ତାତ୍କାର୍ଯ୍ୟପ୍ରମାଣାଚ୍ଚ ସ୍ନାନମ୍ନୈବ କୁର୍ଯ୍ୟାତ୍ ।୧୦।
ଅର୍ଥ :- ମଙ୍ଗଳ ନିମିତ୍ତ ଘଟସ୍ଥାପନ କରି କେବଳ ଗଣେଶଙ୍କୁ ଉପରୋକ୍ତ ମନ୍ତ୍ରରେ ପୂଜା ଓ ଆଚମନ କରି ସଂକଳ୍ପ କରିବ । ଅର୍ଥାତ୍ ପୂର୍ବଦିନରୁ ଯଜମାନ ସଂକଳ୍ପ କରି ଆଚାର୍ଯ୍ୟଙ୍କୁ ବରଣ କରିବ ତତ୍ପରେ ଆଚାର୍ଯ୍ୟ ପରଦିନ ଯଥାବିଧି ସଂକଳ୍ପ କରିବେ । ଯଦି ଆପଣା ନିମିତ୍ତ ଆପେ କର୍ତ୍ତାହୁଏ ତେବେ ପୂର୍ବଦିନର ସଂକଳ୍ପ ଆପଣା ନାମରେ ଉଚ୍ଚାରଣ କରିବ ପରଦିନ ମଧ୍ୟ ସେହିପରି କରିବ ।୧୦।
ଓଁ ଅସ୍ୟ ଶ୍ରୀ ପାର୍ଥିବେଶ୍ୱର ଚିନ୍ତାମଣିବିଦ୍ୟାମନ୍ତ୍ରସ୍ୟ ନିଗ୍ରହାନୁଗ୍ରହ କର୍ତ୍ତା ବ୍ରହ୍ମା ଋଷିଃ କାମଦୁଘା ଗାୟତ୍ତ୍ରୀଛନ୍ଦଃ ଶୀଘ୍ରବରପ୍ରଦସ୍ୱରୂପୀ ପାର୍ଥିବେଶ୍ୱର ଦେବତା ହ୍ରୀଂ ବୀଜଂ ଶଂ ଶକ୍ତିଃ ନମଃ କୀଳକ ମମ ସର୍ବାଭୀଷ୍ଟକାମନାସିଦ୍ଧ୍ୟର୍ଥେ ବା ଅମୁକାଭୀଷ୍ଟସିଦ୍ଧ୍ୟର୍ଥେ ପୂଜନେ ବିନିଯୋଗଃ ଯଦ୍ୱା ଅମୁକ ଯଜମାନସ୍ୟାମୂଳକାମନାସିଦ୍ଧ୍ୟର୍ଥେ ପୂଜନେ ବିନିଯୋଗଃ ।୧୦।
ଅଥ ନ୍ୟାସବିଧିଃକରନ୍ୟାସୋ ଯଥା-ଓଁ ହୌଂ ହ୍ରୀଂ ଜୂଂ ସଃ ସର୍ବଜ୍ଞାୟ ଶିବାୟ ଅଙ୍ଗୁଷ୍ଠାଭ୍ୟାଂ ନମଃ ।ଓଁ ହ୍ରୌଂ ହ୍ରୀଂ ଜୂଂ ସଃ ସର୍ବତୃପ୍ତଶକ୍ତିଶିବାୟ ତର୍ଜନାଭ୍ୟାଂ ସ୍ୱାହା ।ଓଁ ହ୍ରୌଂ ହ୍ରୀଂ ଜୂଂ ସଃ ନିତ୍ୟମଲୁପ୍ରଶକ୍ତିଶିବାୟ ମଧ୍ୟାମାଭ୍ୟାଂ ବଷଟ୍ ।ଓଁ ହ୍ରୌଂ ହ୍ରୀଂ ଜୂଂ ସଃ ଦିବ୍ୟଜ୍ଞାନଶକ୍ତିଶିବାୟ ଅନାମିକାଭ୍ୟାଂ ନମଃ ।ଓଁ ହ୍ରୌଂ ହ୍ରୀଂ ଜୂଂ ସଃ ନିତ୍ୟାନନ୍ଦଶକ୍ତିଶିବାୟ କନିଷ୍ଠାଭ୍ୟାଂ ବୌଷଟ୍ ।ଓଁ ହ୍ରୌଁ ହ୍ରୀଁ ଜୂଁ ସଃ ଅନନ୍ତ ଶକ୍ତିଶିବାୟ କରତଳକରପୃଷ୍ଠାଭ୍ୟାଂ ଫଟ୍ ।୦।ଅଙ୍ଗନ୍ୟାସୋ ଯଥା-ଓଁ ହ୍ରୌଂ ହ୍ରୀଂ ଜୂଂ ସଃ ସର୍ବଜ୍ଞାୟ ଶିବାୟ ହୃଦୟାୟ ନମଃ ।ଓଁ ହ୍ରୌଂ ହ୍ରୀଂ ଜୂଂ ସଃ ସର୍ବତୃପ୍ତଶକ୍ତିଶିବାୟ ଶିରସେ ସ୍ୱାହା ।ଓଁ ହ୍ରୌଂ ହ୍ରୀଂ ଜୂଂ ସଃ ନିତ୍ୟମଲୁପ୍ତ ଶକ୍ତିଶିବାୟ ଶିଖାୟୈ ବଷଟ୍ ।ଓଁ ହ୍ରୌଂ ହ୍ରୀଂ ଜୂଂ ସଃ ଦିବ୍ୟଜ୍ଞାନଶକ୍ତିଶିବାୟ କବଚାୟ ହୁଂ ।ଓଁ ହ୍ରୌଂ ହ୍ରୀଂ ଜୂଂ ସଃ ନିତ୍ୟାନନ୍ଦଶକ୍ତିଶିବାୟ ନେତ୍ରାଭ୍ୟାଂ ବୌଷଟ୍ ।ଓଁ ହ୍ରୌଂ ହ୍ରୀଂ ଜୂଂ ସଃ ଅନନ୍ତଶକ୍ତିଶିବାୟ କରତଳକରପୃଷ୍ଠାଭ୍ୟାଂ ଅସ୍ତ୍ରାୟ ଫଟ୍ ।୦।