ଗଲା କଥା
ନନ୍ଦକିଶୋର ବଳ
୧୮୭୫–୧୯୨୮
- ସଂକଳନ: ତରଙ୍ଗିଣୀ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୨୭
- ସ୍ଥିତି
- ସାର୍ବଜନୀନ (Public domain)
ଥିଲା ଯାହା ମଧୁର ସ୍ୱପନହେଲା ଏବେ ଦୃଢ଼ ଜାଗରଣ !ଯାଇଛି; ତଥାପି ଗଲାକଥା−ସ୍ମୃତି କିପାଁ ପ୍ରାଣେ ଦିଏ ବ୍ୟଥା !ମୋହ ଯେବେ ଅଛଇ ସ୍ୱପନେ,ଆନନ୍ଦ କି ନାହିଁ ଜାଗରଣେ ?
ସମ୍ବନ୍ଧିତ ରଚନା
ନାନାବାୟା ଗିତ
ନନ୍ଦକିଶୋର ବଳ
ଗୋପାଳକୃଷ୍ଣଙ୍କ ଚଉତିଶା
ଗୋପାଳକୃଷ୍ଣ ପଟ୍ଟନାୟକ