ଦୋଳ ବର୍ଣ୍ଣନ
୧୮୪୮–୧୯୧୮
- ସଂକଳନ: ସନାତନ ଗୀତା (2)
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୧୪୨
- ସ୍ଥିତି
- ସାର୍ବଜନୀନ (Public domain)
ବସନ୍ତ ରାଗେଣ ଗୀୟତେଅଭିନବ କୁଟିଳ, ଗୁଚ୍ଛସମୁଜ୍ଜ୍ୱଳ ।କୁଞ୍ଚିତ କୁନ୍ତଳ ଭାର ॥
ପ୍ରଶୟି ଜନେରତ, ବନନ ସହକୃତ ।ଚୁର୍ଣ୍ଣତ ବର ଘନସାର ॥
ଜୟ ଜୟ ସୁନ୍ଦର ନନ୍ଦକୁମାର ॥
ସୌରଭ ସଙ୍କଟ ବୃନ୍ଦାବନତଟ ।ବିହତ ବସନ୍ତ ବିହାର ॥
ଅଧର ବିରାଜିତ, ମନ୍ଦତରସ୍ମିତ,ଲୋଚିତ ବିଜପରିବାର ।ଚଟୁଳ ଦୃଗଞ୍ଚିଳ ରଚିତ ରସୋଜ୍ୱଳ ।ରାଧା ମଦନ ବିକାର ॥
ଭୁବନ ବିମୋହନ, ମଞ୍ଜୁଳ ନର୍ତ୍ତନ ।ଗତି ବଲଗିତ ମଣିହାର ।ନିଜ ପଲ୍ଲବ ଜନ ସୁହୃଦ ସନାତନ ।ଚିତ୍ତ ବିହରଦବତାର ॥
ଦୋଳୋତ୍ସବରାଗ ବସନ୍ତକେଳିରସ ମାଧୁରୀ ତତଭି ରତି ମେଦୁରୀ ।କୃତ ନିଖିଳ ବନ୍ଧୁ ପଶୁପାଳଂ ।ହୃଦବିଧୃତଚନ୍ଦନଂ ଝୁରଦରୁଣ ବନ୍ଧନଂ ।ଦେହରୁଚି ବର୍କିତ ତମାଳଂ ।ସୁନ୍ଦର ମାଧବମବକଳୟାଳଂ ।ମିତ୍ର କର ଲୋଳୟା ରତ୍ନମୟ ଦୋଳୟା ।ଚଳିତ ବପୁରତି ଚପଳମାଳଂ ।ବ୍ରଜ ହରିଣ ଲୋଚନା ରଚିତ ଗୋରୋଚନା ।ତିଳକ ରୁଚିରୁଚିର ଢର ଢାଳଂ ।ସ୍ମିତ ଜନିତ ଲୋଭୟା ବଦନ ଶଶୀ ଶୋଭନ ।ବିଭ୍ରମିତ ନବ ଯୁବତି ଜାଇଂ ।ନର୍ମମୟ ପଣ୍ଡିତଂ ପୁଷ୍ପକୁଳ ମଣ୍ଡିତଂ ।ରମଣମିହ ବକ୍ଷସି ବିଶାଳଂ ।ପ୍ରଣତରୟଶାତନଂ ପ୍ରିୟ ମଧି ସନାତନଂ ।ଗୋଷ୍ଠ ଜନ ମାନସମରାଳଂ ।