ଦି‘ଚାରିଟି ଗଛତଳେ
ଗୋଦାବରୀଶ ମହାପାତ୍ର
୧୮୯୮–୧୯୬୫
- ସଂକଳନ: ବଙ୍କା ଓ ସିଧା
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୨୯
- ସ୍ଥିତି
- ସାର୍ବଜନୀନ (Public domain)
ପାଞ୍ଚ ଦଶ, ଜନପ୍ରାଣୀ ବସିକରନ୍ତି ବିଚାର କେତେକେବେ କାନ୍ଦି, କେବେ ଅବା ହସି ।ସେ ଗାଆଁର ବାଲା ସ୍ୱାଇଁବୟସ ତା’ ଷାଠିଏରୁ ବେଶୀବିତିଗଲା ତା ଜୀବନପରଦ୍ୱାରେ ପର ବିଲ ଚଷି ।
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର