ଦାରୁବ୍ରହ୍ମଙ୍କର ଗୀତ
ପଦ୍ମଶ୍ରୀ · ୧୮୯୦–୧୯୬୩
- ସଂକଳନ: ଗାନ୍ଧର୍ବିକାଶତଦଳ
- ପଢ଼ିବା ସମୟ
- ୩ ମିନିଟ୍
- ଶବ୍ଦ
- ୪୨୨
- ସ୍ଥିତି
- ସାର୍ବଜନୀନ (Public domain)
ଜିରେ ତିଠ ଜିରେ ତିଠ ଡେଡ଼େ ଲାଣଡ଼ାଏରସଇତେଂ ଏରନାଇଚେଂ ଆସାଡ଼ାଲାଙ୍ଗାମାୟାଲେ ଜିରେତିଂ ଡେଡ଼େ ଲାତାଡ଼ଂଆଏରଲେ ପାଢ଼ାଇଡ଼େଂ ଆସାଡ଼ାଲାଙ୍ଗାଆସିଜା ନିଜାଲେ ଅସାଡ଼ାଲାଙ୍ଗାଆଜେଂ ଜାନି ଦାଲେ ଅସାଡ଼ାଲାଙ୍ଗାବୋଇଡ଼ି ନାତ ଗାଲ ଲୁଚି ଗୁନୁମତେ ଲେଡ଼ଂ ।ନାପାଡ଼ଂଲେ ବିରାଇତେ ଡେଡ଼େଲାତାଢ଼ଂଗୁପା ଜାତୁ ନିଆଇ ଆସାଡ଼ାଲାଙ୍ଗାସୁନା ଜାତୁ ନିଆଇ ଆସାଡ଼ାଲାଙ୍ଗାୟୁନ୍ତୁ ଡେଉରି ଜାନବାରତାନ ନାଡ଼େଲେସୁନାରୁପାନ ବାତଂ ଚୁନିୟାଇଁତେ ଅସାଡ଼ାନଅର୍ଥବାହାରି ଗଲାଣି ବୁଢ଼ା ବଳଦଫେରି ଆସିଲାଣି ଆଷାଢ଼ (ପ୍ରଭୁ)ସୁନ୍ଦର ମାୟା ହୋଇଗଲା,ବୁଢ଼ା ବଳଦ ଫେରାଇ ଆଣିଲା ଆଷାଢ଼ (ପ୍ରଭୁ)ସୁନ୍ଦର ହାତ ଗୋଡ଼ ନାହିଁ ଆଷାଢ଼ (ପ୍ରଭୁଙ୍କୁ)ସୁନ୍ଦରଙ୍କୁ ଗୋଟିଏ ଦିନ ରାତିରେ ସ୍ୱପ୍ନରେ କହି ବୁଝାଇଲାବୁଢ଼ ବଳଦ ରୂପାରେ ହେଉ ।ସୁନାରେ ହେଉ ହାତ ଗୋଡ଼ ତିଆର କରି ଲଗାଅ ।ସେହି ରଜା ସେୟା ଶୁଣି ସୁନା ରୂପାର ହାତ ଗୋଡ଼ କଲା ।ସ୍ତ୍ରୀ ପୁରୁଷ ଗୀତ (ଶବର ଜାତି)ସାଲ ସାଲ ଲିଜା କାକୁଲା ନିଲାଙ୍ଗାସାଲ ସାଲ ଲିଜା କୁଞ୍ଜାଲା ନିଲାଙ୍ଗାସାଲ ସାଲ ଲିଜା କାକିଂଲା ନିଲାଙ୍ଗିସାଲ ସାଲ ଲିଜା ଅଇଁଲା ନିଲାଙ୍ଗିକାକୁ ବୁଞ୍ଜା ବାଂ ସାଲେ ନିଡ଼କାକୁ ବାବ ଡ୍ରେ ଲାଙ୍ଗାଲେନିକିଡ଼ଂଆଇଁବଇଁ ମାଇଲାଙ୍ଗା ଲେନି କିତାଁଇଆଇଁତନା ଲାଙ୍ଗା ଲେନି ତୋ ତାଇବାଁଡ଼୍ରା ବଜାପାନିତୁବ ଗୋନିଲାଙ୍ଗିସାଗିରଜା ପାନି ତୁବ ଗୋନିଲାଙ୍ଗାଅର୍ଥସାଲ ସାଲ ଲିଜା ଶବଦେ ଗୀତସାଲ ସାଲ ଲିଜା ମୋ ନନା ମୋ ସୁନ୍ଦରସାଲ ସାଲ ଲିଜା ମୋ ଭ୍ରାତ ମୋ ସୁନ୍ଦରସାଲ ସାଲିଜା ନାନି ଯେ ସୁନ୍ଦରୀସାଲ ସାଲିଜା ଭଉଣୀ ଯେ ସୁନ୍ଦରୀନନା ଭାଇ ଭଲ ଗୀତ ଗାଅଭ୍ରାତ ଭାଇ ଭଲ ଗୀତ ଗାଅଭଉଣୀ ନାନି ଭଲ ଗୀତ ଗାଅଭଉଣୀ ମୋର ଭଲ ଗୀତ ଗାଇବଲାଜ ହୁଅନା ମୋର ଜେ ସୁନ୍ଦରୀକୋପ ହୁଅନା ମୋର ଜେ ସୁନ୍ଦରୀ(ବଣ୍ଡା ଜାତିର ଲୋକମାନେ ବୋହୁକୁ ଖଡ଼ୁ ମୁଦି ପିନ୍ଧାଇବା)(ଯୁବକ ଯୁବତୀଙ୍କ ମିଶି ଗାଇବା ଗୀତ)ଗୀତ- ବାନି ବାନି ଡିସମ ଡେମ୍ ବାନି ବାନି ଜଗର ଡେମ
ସମ୍ବନ୍ଧିତ ରଚନା
ଅଛତ ଅନ୍ତରେ
ଲକ୍ଷ୍ମୀନାରାୟଣ ସାହୁ
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର