ଅର୍ଥ
ପଦ୍ମଶ୍ରୀ · ୧୮୯୦–୧୯୬୩
- ସଂକଳନ: ଗାନ୍ଧର୍ବିକାଶତଦଳ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୨୧୪
- ସ୍ଥିତି
- ସାର୍ବଜନୀନ (Public domain)
ତୁମ୍ଭର ନାମ ଏକା କରିବାକୁ, ତୁମ୍ଭର ନାମ ଏକା ପାରି ହେବାକୁ ।ପୂର୍ବେ ଅଜ ରାମ ଭୀମ କରିବା ସରଜନ ।ତେନ୍ତୁଳି ପତର ସରୁ ସମାନ ଦନାରେ ସରଜନ କରିଥିଲେ ।ଅଁଳା ପତ୍ର ସମାନ ହେବା ଦନାରେ ସରଜନା କରିଥିଲେ ।ଏଇୟା ବାବୁମାନେ ଶୁଣନ୍ତୁ ଏହି ଯେ ମାତାମାନେ ଶୁଣନ୍ତୁ ।କର୍ଣ୍ଣେ ଶୁଣନ୍ତୁ ପୂର୍ବର କଥା ମନେ ରଖନ୍ତୁ ।ଗଙ୍ଗେସ୍ୱରରେ ସାରଙ୍ଗି ବାଜେ, ବଡ଼ ସ୍ୱରରେ ବୁଡ଼କି ବାଜେ ।ରାକ୍ଷା ସ୍ୱରରେ ରଗଡ଼ ବାଜେ, ତ୍ରାହି ତିରଂ ବୋଲି ମୂରଲୀ ବାଜେକରମ କୃଷ୍ଣ ବୋଲି ଗୀତ ଶୁଭେ, ନାଚ ହୁଏ ।(କାରଜାକେଂ) କାର୍ଯ୍ୟ- ଗୀତତାରି ନାରିନା ନାରିନା ନାମନା କେତୁଂ ।ତାରି ଡୁମ ପାରି ଡୁମ ନାମାନ ନାମାନ ନାକେତୁଂ ।ଡାରାନଂ ଡାରୁବନାଂ ଗାମଲେ ଡାମପୋ ଜସାଡ଼ ଡାନ ।ତାରି ଡୁମ ତା ନାଂ ଲେ ଗାମଲେ ତୁ ଡୁମାନ ଡେବଲେ । ତାଡାରାନାଂ ଡାରୁବନାଂ ଗାଗଲେ ଡାଗଡ଼ୁଂ ସାଡ଼ଡ଼ା ।ତାଲି ଡୁମ ତାଡ଼ରଲେ ପାମରେ ତାରେତେଂ ସାଡ଼ଢ଼ା ନ, ତାଏନେଲେଢ଼ଂ ଗୁଡ଼େ ତୁବଲେ ଇଡ଼ା ଇସାବ୍ ବିଞ୍ଜା ।କାରଜା ତୁବଲେ କାଇତ ମାର ଜିଗାନୁଂ ନିଗୁଲେ ତା ।କାରାମ ମାଲେଂ କୁଲାମ ସାବ ବି କୁଡ଼ୁଂ ନିମାଲେ ।କୁଡ଼ୁ ଗାଲେ ପାରଜାନ ସାବି କଇନା ନିତୁ ବଲେ । ତାଅର୍ଥତରିବାକୁ ପାରି ହେବାକୁ ତୋହର ନାମ ଏକା କୃଷ୍ଣ ।ରକ୍ଷା କର ରକ୍ଷା କର ବୋଲି ଡିଣ୍ଡିମ ବାଜଇ ।ଡୁଡୁମ ବାଜଇ ରକ୍ଷା କର ରକ୍ଷା କର ବୋଲି ।ଆମ୍ଭଙ୍କୁ ତାରି ନିଅ ବୋଲି ମହୁରି ବାଜଇ ।ଏହିପରି ନାଦ କରି ପିତୃଲୋକଙ୍କୁ ଡାକନ୍ତି ।କାର୍ଯ୍ୟ କରି ମୃତ୍ୟୁ ଲୋକଙ୍କୁ ଡାକନ୍ତି ।କରମ କଲାବେଳେ କୁଣିଆଁ ଓ ବନ୍ଧୁ ଜମା ହୁଅନ୍ତି ।ଭୋଜି ଭାତ ଖାଇ ସବୁ ଘରୁ ବାହାରି ଯାନ୍ତି ।
ସମ୍ବନ୍ଧିତ ରଚନା
ଅଛତ ଅନ୍ତରେ
ଲକ୍ଷ୍ମୀନାରାୟଣ ସାହୁ
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର