ଚିତ୍ତବୋଧ ବା ଚିତ୍ତବିନୋଦ (ଚତୁର୍ଥ ଭାଗ)
ଅଚ୍ୟୁତାନନ୍ଦ ଦାସ · ଭାଗ ୩ / ୩
ସମ୍ପୂର୍ଣ୍ଣ ସୂଚୀପତ୍ର
ଚତୁର୍ଥ ଖଣ୍ଡ ମୋ ହସ୍ତ ଅଛନ୍ତି ଲେଖାଇ ।
ସିନ୍ଧୁ ଲଙ୍ଘିବାକୁ ମନ ହେଲା ମୋ ମନରବାବୁ ବିଦ୍ୟାଧର ଦେଲେ ସାହସ ଅପାର ।ତାଙ୍କ ଆନୁକୁଲ୍ୟ ଗ୍ରନ୍ଥ ପ୍ରକାଶ ପାଇଲା ।ବ୍ରହ୍ମାଣ୍ଡ ଆଲୋକ ରଶ୍ମି ଚିତ୍ତବୋଧ ହେଲା ।ଅସମ୍ପୂର୍ଣ୍ଣ ଅଚ୍ୟୁତଙ୍କ କଳ୍ପନା ମନ୍ଦିରସାହୁ ଚେଷ୍ଟାରେ ମୋହନ କରିଲା ତିୟାର ।ଶ୍ରୀ ଶାରଳା ଦେବୀଙ୍କର ଶ୍ରୀଚରଣ ଧାୟିଅଚ୍ୟୁତାନନ୍ଦ ସୁମରି ଏ ଗ୍ରନ୍ଥ ଲେଖଇ ।ଚିତ୍ତବୋଧ ଚତୁର୍ଥ ଯେ ହୋଇଲା ସମ୍ପୂର୍ଣ୍ଣଆନନ୍ଦ ସାଗରେ ହରିବୋଲ ସର୍ବଜନ ।