ଛତି ଆଗାଦି
ଗୋବିନ୍ଦ ରଥ
୧୮୪୮–୧୯୧୮
- ସଂକଳନ: କରତାଳି
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୩୨
- ସ୍ଥିତି
- ସାର୍ବଜନୀନ (Public domain)
ଯିବାରେ ଛତିଆଗାଦି,ସିଦ୍ଧି ହେବ ନାହଁ ବାଦୀ ।ସାଧୁ ରଖିଛନ୍ତି ଲେଖି,ପେଡି ପେଡି ପୋଥି ଦେଖି ହେ ।୧।କି ରମ୍ୟ ଯୋଗ ଆଶ୍ରମ,ଭାଗ୍ୟେ କରିବି ବିଶ୍ରାମ ।ବଳଭଦ୍ର ରୂପ ରେଖ,ବାରେ ନେତ୍ରରେ ନିରେଖ ହେ ।୨।