ବସନ୍ତ ଓ ନିଦାଘ
ନନ୍ଦକିଶୋର ବଳ
୧୮୭୫–୧୯୨୮
- ସଂକଳନ: ତରଙ୍ଗିଣୀ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୪୧
- ସ୍ଥିତି
- ସାର୍ବଜନୀନ (Public domain)
ସଂସାର ଗହନ ନିଦାଘ ପବନଆସିଲାଣି ଖରେ ବହି,ଅତି ସୁକୁମାରୀ ପୀରତି−ବଲ୍ଲରୀଶୁଖି ଯିବ ପରା ସହି !ଫୁଟିଥିଲା ଫୁଲ ଜୀବନ ବସନ୍ତେଲଳିତ ଲତାକାଡାଳେ,ବହୁଥିଲା ମୃଦୁ ମଳୟ ସମୀରପିକ ରାବୁଥିବା କାଳେ ।ଗତିକଥା ଭାଳି ସ୍ମୃତି−ସୁଧା ଢାଳିପୀରତି−ବଲ୍ଲରୀ−ମୂଳେମେଣ୍ଟାଅ ତୁରୁଷା ବସି ଦଣ୍ଡେ ବନ୍ଧୁସ୍ମୃତି−ନିର୍ଝରିଣୀ−କୂଳେ ।
ସମ୍ବନ୍ଧିତ ରଚନା
ନାନାବାୟା ଗିତ
ନନ୍ଦକିଶୋର ବଳ
ଗୋପାଳକୃଷ୍ଣଙ୍କ ଚଉତିଶା
ଗୋପାଳକୃଷ୍ଣ ପଟ୍ଟନାୟକ