ଅଥ ଲିଙ୍ଗ ସ୍ନାନଂ
୧୮୪୮–୧୯୧୮
- ପଢ଼ିବା ସମୟ
- ୬ ମିନିଟ୍
- ଶବ୍ଦ
- ୯୪୭
- ସ୍ଥିତି
- ସାର୍ବଜନୀନ (Public domain)
ପଞ୍ଚାମୃତେନ ଗଙ୍ଗୋଦକେନ ବା ଅଭାବେ ଗୋକ୍ଷୀରମିଶ୍ରିତ କୂପୋଦକେନ ଚ କାରୟେତ୍ ।
ତସ୍ୟ ମନ୍ତ୍ରଃ । ‘‘ଓଁ ହୌଂ ହ୍ରୀଂ ଜୂଂ ସଃ ପଶୁପତୟେ ନମଃ ଓଁ ନମଃ ଶମ୍ଭବାୟ ଚ ମୟୋଭିବାୟ ଚ ନମଃ ଶଙ୍କରାୟ ଚ ମୟସ୍କରାୟ ଚ ନମଃ ଶିବାୟ ଚ ଶିବତରାୟ ଚ ।’’
ଅର୍ଥ - ପୂର୍ବୋକ୍ତ ଲିଙ୍ଗାଷ୍ଟକ ଭକ୍ତିଯୁକ୍ତହୋଇ ପଢ଼ିବ । ତତ୍ପରେ ପଞ୍ଚାମୃତ କିମ୍ବା ଗଙ୍ଗୋଦକ ତଦ୍ଭାବରେ ଗୋଦୁଗ୍ଧରେ କୂପଜଳ ମିଶାଇ ମନ୍ତ୍ର ପଢ଼ି ସ୍ନାନ କରାଇବ । ୦ ।
ଅଥ ଷୋଡ଼ଶୋପଚାରପୂଜା ।ମନ୍ତ୍ରୋ ଯଥା- ଓଁ ହ୍ରୌଂ ହ୍ରୀଂ ଜୂଂ ସଃ ଶିବାୟ ଚନ୍ଦନଂ ସମର୍ପୟାମି । ୧ ।ଓଁ ହ୍ରୌଂ ହ୍ରୀଂ ଜୂଂ ସଃ ଶିବାୟ ରୋଚନାଂ ସମର୍ପୟାମି । ୨ ।ଏବଂ ଅନେନୈବ ମନ୍ତ୍ରେଣ ଅକ୍ଷତାନି । ୩ ।ପୁଷ୍ପାଣି । ୪ ।ଏକାଦଶଦୂର୍ବାଙ୍କୁରାଶି । ୫ ।ଏକାଦଶ ବିଲ୍ୱପତ୍ରାଣି । ୬ ।ଧତ୍ତୁରଫଳତ୍ରିକଂ ଧୂପଂ । ୭ ।ଏକାଦଶବର୍ତ୍ତିକୃତଦୀପଂ । ୮ ।ନୈବେଦ୍ୟଂ । ୯ ।ନାନାଫଳାନି । ୧୦ ।ଆଚମନଂ । ୧୧ ।ଲବଙ୍ଗ କର୍ପୂରଯୁତଂତାମ୍ବୁଳଂ । ୧୨ ।ପୂଗୀଫଳଂ । ୧୩ ।ଦକ୍ଷିଣା । ୧୪ ।କର୍ପୂରଦୀପଃ । ୧୫ ।ନମସ୍କାରଃ । ୧୬ ।ଅଥ ଆଚରଣପୂଜାପ୍ରକାରଃ ।
ତତ୍ରାନଷ୍ଟମୂର୍ତ୍ତିପୂଜଂ ଷୋଡ଼ଶୋପଚାରେଣ ବା ପଞ୍ଚୋପାଚାରେଣ ବତତ୍ର ସାମାବ୍ୟତୟା ଗନ୍ଧାକ୍ଷତପୁଷ୍ପଧୂପଦୀପନୈବେଦ୍ୟନ୍ ମିଶ୍ରୀଭୁତାନ୍ ପାତ୍ରେ କୃତ୍ୱା ତତ୍ପାତ୍ରଂ ବାମକରେ ଧୃତ୍ୱା ଶିବଲିଙ୍ଗସ୍ୟ ପରିତୋଽଷ୍ଟଦଳପଦ୍ମସ୍ୟ ଯଦ୍ୱା ଶିଖରାକାରସ୍ୟ ପୂର୍ବକର୍ଣ୍ଣିକାଦ୍ୟାରଭ୍ୟ ଏକୈକମୂର୍ତ୍ତି ପୂଜନଂ ଚରେତ୍ ଯଥା -
ପୂର୍ବେ – ଓଁ ସର୍ବାୟ କ୍ଷିତି ମୂର୍ତ୍ତୟେ ନମଃ ।ଇଶାନେ – ଓଁ ଭବାୟ ଜଳମୂର୍ତ୍ତୟେ ନମଃ ।ଉତ୍ତରେ – ଓଁ ରୁଦ୍ରାୟ ତେଜୋମୂର୍ତ୍ତୟେ ନମଃ ।ବାୟବ୍ୟେ – ଓଁ ଉଗ୍ରାୟ ବାୟୁମୂର୍ତ୍ତୟେ ନମଃ ।ପଶ୍ଚିମେ – ଓଁ ଭୀମାୟ ଆକାଶମୂର୍ତ୍ତୟେ ନମଃ ।ନୈରୁତେ – ଓଁ ପଶୁପତୟେ ଯଜମାନମୂର୍ତ୍ତୟେ ନମଃ ।ଦକ୍ଷିଣେ – ଓଁ ମହାଦେବାୟ ସୋମମୂର୍ତ୍ତୟେ ନମଃ ।ଆଗ୍ନେୟ୍ୟାଂ – ଓଁ ଇଶାନାୟ ସୂର୍ଯ୍ୟମୂର୍ତ୍ତୟେ ନମଃ ।ଇତ୍ୟାବରଣପୂଜାସମ୍ବନ୍ଧ୍ୟଷ୍ଟମୂର୍ତ୍ତିପୂଜନଂ ।
ଅର୍ଥ - ଶିବଲିଙ୍ଗର ସମସ୍ତ ଅଷ୍ଟଦଳ ପଦ୍ମରେ କିମ୍ବା ଶିଖରାକାର ଅଷ୍ଟଦଳପଦ୍ମରେ ପୂର୍ବକର୍ଣ୍ଣିକାଠାରୁ କ୍ରମରେ ଷୋଡ଼ଶୋପଚାର ବା ପଞ୍ଚୋପଚାରପୂଜା କରିବ । ଅଥବା ଗନ୍ଧ, ଅକ୍ଷତ, ପୁଷ୍ପ, ଧୂପ, ଦୀପ, ନୈବେଦ୍ୟ ଗୋଟିଏ ପାତ୍ରରେ ଏକାଠି ରଖି ନେଇ ଆଠଗୋଟି ଦଳରେ ଅଷ୍ଟମୂର୍ତ୍ତି ପୂଜା କରିବ ।
ଅଥ ବଳିଦାନଂ ।
ତତୋ ଦେଶକାଳୌ ସ୍ମୃତ୍ୱା ବାଞ୍ଛିତାର୍ଥଫଳ ପ୍ରାପ୍ତୟେବୃତପୂଜନସ୍ୟ ସାଙ୍ଗତାସିଦ୍ଧ୍ୟର୍ଥଂ ଯଥାଶକ୍ତ ସଂଖ୍ୟାକଂଯତ୍ ପଦାର୍ଥଂ ପୂର୍ବମେବ ନିଶ୍ଚିତଂ ତଦୈକୈକଂ ତଣ୍ଡୁଳାକ୍ଷଚସହିତଂ ପ୍ରତ୍ୟେକଂ ଷଡ଼କ୍ଷରେଣ ଶିବାର୍ପଣଂ କୁର୍ଯ୍ୟାତ୍ । ଅନ୍ତେ ତୁ ଉପହାରାର୍ଥ ଜାତିଫଳଂ ମୂଳମନ୍ତ୍ରେଣ ଦଦ୍ୟାତ୍ । ଯଥା- ‘‘ଓଁ ହୌଂ ହ୍ରୀଂ ଜୁଁ ସଃ ନମଃଶିବାୟ ପ୍ରପନ୍ନ ପାରିଜାତାୟ ସ୍ୱାହା ।’’ ଏତାନି ଗନ୍ଧକ୍ଷତପୁଷ୍ପଧୂପଦୀପନୈବେଦ୍ୟାଦୀନି ମୟା ଯଥୋକ୍ତବିଧିନା ଯାନି ଯାନି ସମର୍ପିତାନି ତୈରେତଜ୍ଜାତୀଫଳ ବଳିଦାନସମର୍ପଣମାତ୍ରେଣ ପରାତ୍ମା ଶିବୋମୟି ପ୍ରୀୟତାଂ ମମାମୂକ କାମନାମୂକାବିଧି ଦିନାନ୍ତରେଣ ବିଧିହୋମାବିଳମ୍ବଂ କୁରୁ ଶୀଘ୍ରମେବ ମମ କାର୍ଯ୍ୟଂ ସାଧୟ ସାଧୟ ଏଷବଳିଃ ଶିବାୟ ସାଙ୍ଗାୟ ନମଃ ସ୍ୱାହା ଇତି ବଳିଦାନଂ ।