ଆସିଛ ତ ଅବତରି
ଗୋଦାବରୀଶ ମହାପାତ୍ର
୧୮୯୮–୧୯୬୫
- ସଂକଳନ: ଯେ ଫୁଲ ଫୁଟିଥିଲା
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୫୭
- ସ୍ଥିତି
- ସାର୍ବଜନୀନ (Public domain)
କରେ ପାଶାଙ୍କୁଶ-ଧ୍ୱଜା ଧରି ହେ । ୧ ।ଏ ଭୂଇଁ-ତଳପେ ରତନ ଧୂଳି ଏଶିଶୁ କର ପଦ ଲାଗି ହେ,ଏ ଯେ କୁଞ୍ଜବନେ ଶୀତଳ ପବନେପରାଣ ଉଠଇ ଜାଗି ହେ !ଜାଗିଉଠେ ଶିଳା ପ୍ରାଣେଏ ଶରତ ସୁଲଳିତ ଗାନେ ହେ । ୨ ।କେତେ ଆଶା କେତେ ନିରାଶା ଜୁଆରଏ ଭୂମିରେ ଗଲା ଖେଳି ହେ,ପ୍ରଦୋଷେ ପ୍ରଭାତେ ଶୁଭେ କୁଞ୍ଜପଥେଆଜି ଶିଶୁ କରତାଳି ହେ !
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର