ଅର୍ଥ
ଲକ୍ଷ୍ମୀନାରାୟଣ ସାହୁ
ପଦ୍ମଶ୍ରୀ · ୧୮୯୦–୧୯୬୩
- ସଂକଳନ: ଗାନ୍ଧର୍ବିକାଶତଦଳ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୬୬
- ସ୍ଥିତି
- ସାର୍ବଜନୀନ (Public domain)
ସ୍ତ୍ରୀ- ଆହା ମୋ ଦେହରେ ଦେଖିଲେ ଲୁଗା ନାହିଁ ।ପୁ- ଆହା, ପିନ୍ଧା ନଜାଣୁଣୁ ଲୁଗା ନାହିଁ ।ସ୍ତ୍ରୀ- ଆହା ମୋର ମୁଣ୍ଡରେ ଦେଖିଲେ ତେଲ ନାହିଁ ।ପୁ- ଲଗାଇ ନଜାଣୁଣୁ ମୁଣ୍ଡରେ ତେଲ ନାହିଁ ।ସ୍ତ୍ରୀ- ଆହା ମୋର ଘରେ ଦେଖିଲେ ଲିପା ପୋଛା ନାହିଁ ।ପୁ- ଆହା ଲିପା ପୋଛା ନଜାଣି ଘରେ ଲିପ ନାହିଁ ।ସ୍ତ୍ରୀ-ଆହା ମୋର କଥା ଭାଷା ଦେଖି ତୋତେ ଶୁଦ୍ଧ ନଲାଗିଲା ।ପୁ- ଆହା କଥା କହି ନଜାଣି ତୋର ଅଶୁଦ୍ଧ ହେଲା ।
ସମ୍ବନ୍ଧିତ ରଚନା
ଅଛତ ଅନ୍ତରେ
ଲକ୍ଷ୍ମୀନାରାୟଣ ସାହୁ
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର