ଅର୍ଜୁନ
ବୈଷ୍ଣବ ପାଣି
ଗଣକବି · ୧୮୮୨–୧୯୫୬
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୬୪
- ସ୍ଥିତି
- ସାର୍ବଜନୀନ (Public domain)
ଏହି ଥର ସ୍ଥିର ତୋର କାଳପୁର ଯିବା ।(ଗୋସିଂହର ଶିରଚ୍ଛେଦନ)ଅର୍ଜୁନର ଗୀତ[କେଣେ ଗଲ ଚଣ୍ଡମୁଣ୍ଡ ରେ - ବୃତ୍ତେ]
ସତ୍ୟାବତୀ ଗୋ କହ କେମନ୍ତେ ଆସିଲ ଏଥି ଗୋ । ହରିଲା କେମନ୍ତେ ହରିଣାକ୍ଷୀ ତୋତେ ଦୁଷ୍ଟ ଦାନବ କୁମତି ଗୋ ।୧। କିପାଁ ତୋତେ ସଖା ନ କରିଲେ ରକ୍ଷା କୃଷ୍ଣହୀନ ଗୋ ।୨। ନର-ନାଗ ନାକଲୋକ ଯା ସେବକ ତା ନାରୀର ଏ ବିପତ୍ତି ଗୋ । ୩। ବଇଷ୍ଣବ ଗିର, ନ ଗଡ଼ାଅ ନୀର, ଭାଷ କରି ସ୍ଥିରମତି ଗୋ ।୪।
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର