ଆହା କରିବାକୁ ସାହା
ବୈଷ୍ଣବ ପାଣି
ଗଣକବି · ୧୮୮୨–୧୯୫୬
- ସଂକଳନ: ଅଭିମନ୍ୟୁବଧ ସୁଆଙ୍ଗ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୭୬
- ସ୍ଥିତି
- ସାର୍ବଜନୀନ (Public domain)
ହେବ କିଏ ପିଣ୍ଡ ରଖି ପ୍ରାଣ ମନ ଜାଣେ କେ ତାହା ।ଆହା କରିବାକୁ ସାହା ହେବ କିଏ ପିଣ୍ଡ ରଖି ପ୍ରାଣ ନେଉଛି କାଢ଼ି ।୧।ଯେ ନାରୀର ପତି କତିରେ ନାହିଁ,ସଂସାରେ ବିଅର୍ଥ ଅଟେ ତା ଦେହୀ ।ଭାବି ସେ ବିରହ କମ୍ପିଉଠେଦେହ ଗିରି ପରି ଲଗେ ପିନ୍ଧିବା ଶାଢ଼ି ।୨।ଲକ୍ଷେ ଧନ ଥିଲେ ଭଣ୍ଡାରେ ପୂରି ।ସ୍ୱାମୀଧନେ ସେ କି ହୋଇବ ସରି ।ନେତ୍ରହୀନ ଆଗେ ଦର୍ପଣ ଥୋଇଲେସେ କାହିଁ ଚାହିଁବ ନୟନ ଫେଡ଼ି ।୩।ପତି ଯା’ର ଥାଏ ପରବାସରେ ।କେମନ୍ତେ ସେ ନାରୀ ରହେ ବାସରେ ।
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର