ଆବାହନ
ଲକ୍ଷ୍ମୀକାନ୍ତ ମହାପାତ୍ର
୧୮୮୮–୧୯୫୩
- ସଂକଳନ: ସଂଘର୍ଷ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୩୬
- ସ୍ଥିତି
- ସାର୍ବଜନୀନ (Public domain)
ଖୋଲ ଦ୍ୱାର, ଖୋଲ ଦ୍ୱାରବେଗେ ଦ୍ୱାର ଖୋଲ ଗୋ’ ସଜନିମୁକ୍ତ ଏ ମାନବତାରେବରି ନିଅ ଆଜି ଗୋ’ ରଜନି !ଉଗ୍ର ଏ ପୁରୁଷ ପଦେଅତି ସ୍ନେହେ ଅର୍ଘ୍ୟ ତବ ଦିଅ,ପାତକକୁ କୋଳ କରି‘ସତୀତ୍ୱ’ କୁ ଭୀରୁ ତଳେ ଥୁଅ !
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର
ଅଛତ ଅନ୍ତରେ
ଲକ୍ଷ୍ମୀନାରାୟଣ ସାହୁ
ଗୀତାଭିଧାନ
ଉପେନ୍ଦ୍ର ଭଞ୍ଜ