ସମାଜସେବୀ, ଶିକ୍ଷାବିତ୍ ଓ କବି । ସତ୍ୟବାଦୀ ଯୁଗର ପ୍ରାଣପୁରୁଷ ।
ଗୋପବନ୍ଧୁ ଦାସ ସତ୍ୟବାଦୀ ବନବିଦ୍ୟାଳୟର ପ୍ରତିଷ୍ଠାତା ଓ ଦେଶସେବାର ଆଦର୍ଶ । ତାଙ୍କ କବିତାରେ ଦେଶପ୍ରେମ ଓ ମାନବସେବାର ଭାବ ପ୍ରବଳ ।
ଗୋପବନ୍ଧୁ ଦାସ