ତୃତୀୟ କାଣ୍ଡ
ଗୋଦାବରୀଶ ମହାପାତ୍ର
୧୮୯୮–୧୯୬୫
- ସଂକଳନ: ହାଣ୍ଡିଶାଳର ବିପ୍ଳବ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୩୪
- ସ୍ଥିତି
- ସାର୍ବଜନୀନ (Public domain)
ପ୍ରଥମେ ତା ସମାଗମ ମିଟିଂ-ହଲେନାରୀ-ସେବା-ସଦନର ମୁକ୍ତ କୋଳେ ।ବକ୍ତୃତା ଶୁଣି ତାର କହିଲି- ‘‘ଅୟି,ଇଙ୍ଗିତା ! ପାର ତୁମେ ବେଶ୍ତ କହି !’’ନ ହସି ହସିଲା ସେହୁ, ନ କହି କହିମଣିଲି ମୁଁ - ହେଲି ତହିଁ ବିଶ୍ୱଜୟୀ ।
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର