ତା ଭିତରକଥା ଆଉ
ଗୋଦାବରୀଶ ମହାପାତ୍ର
୧୮୯୮–୧୯୬୫
- ସଂକଳନ: ବଙ୍କା ଓ ସିଧା
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୨୮
- ସ୍ଥିତି
- ସାର୍ବଜନୀନ (Public domain)
ବୁଝିବାକୁ କେ ଆସିବ କିଆଁ ?ସେ ଗାଆଁର ଜମିଦାର,ସେ ଗାଆଁର ଧନୀ ବେପାରିଆ ।ଗଲାବେଳେ ସେଇ ବାଟେଆଡ଼ଆଖି ନ ପଡ଼ଇ କା’ରଭାଗବତ ଗୃହହୀନ,ଖ୍ୟାତି ନାଇଁ ସେ ଗାଆଁରେ ତାର ।
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର