ଶବରମାନଙ୍କର ଅରଟ ଗୀତ — ଲକ୍ଷ୍ମୀନାରାୟଣ ସାହୁ · ସ୍ୱର୍ଣ୍ଣଲିପିୟାନା ରାତା ରିଇଁ ରିଇଁ, ୟାତାମ୍ ୟାଲେଂ ୟାତୁଂ ଡୁଂ କଢ଼ୁ ବାଲୁଆଡ଼ାଂ, ଆଡ଼୍ରାଁ କି ଡୁଁ ଡ଼ା (ୟାନା)ଅଂ ଲେଂ ନିସିଡ଼ାଂ, ଅଂଡ଼୍ରଁ, ତାରୁଇତାରେ ଲାଁଆବୋଇ ନା ବୋଇଲାମ, ଲେନି ଲାରଡ଼ି ଲାଡ଼ୁ ମଲେଁ (ୟାନା)ତାରେ ଲାନି ଡୁଁ ଲେଁ, ଲାଇଁଲେ ନିତାଇଲେଁତାରି ତୁବଲେଁ ପାରଜାଲେଡ଼େଁ, ଗାନା ବନ ନେନିଲଲେଁ (ୟାନା)ରାତାଂ ନିରାଂ ବା ପାରଜାଂ ତଡ଼ି, ନିତଂ ବା- ସାରମନେନିତୁବ୍ଲେ ପାଡ଼ଁ ଗାନବନ୍ ନେତି ଇଲେ (ୟାନା)ରାଡ଼ା ବାଂନେ ଜେଂଲେମ୍ଲାରମାଡ଼ିରାଂ, ରାତଡ଼ାନ ନିୟା ମଲେକେତୁଡ଼ଂ କାରସାଂ କେଂଲେ କେଂଲେତଂଡ଼ିଂ ନିତୁ ବଲେ (ୟାନା)ଶବର ଗୀତପଦ- ବାଦୁଲାସାନା ଯମୁନା ସିର ମିବାତକି (ଘୋଷା)ଅର୍ଥ- ଆସ ଯମୁନାକୁ ଗାଧୋଇ ଯିବାପଦ- ଯମୁନା ଯୋଡ଼ିଣ ସିର ମିବାତିକଉତେ ମେଘଁ ନଳ ମ୍ରିଏ ନିକିଅର୍ଥ- ଯମୁନା ନଦୀକୂଳରେ କୃଷ୍ଣଙ୍କୁ ଦେଖିବାପଦ- ବାରା ବର୍ଗା କତା ତାନୁ ବେସ୍ତା ତାକାବେଞ୍ଜା ନାଙ୍ଗା ସାନେ ଏସ ବି ସାକିଅର୍ଥ- ତାହାର କଥା ଶୁଣିଲେ ଆମ୍ଭର ଭୋକ ଶୋଷ ଯିବପଦ- କାନୁ ପାଦେରି ଅବଏଆ ନିକ ମେହା,ତିଜା ବାହେ ଯେଡ଼ା ବା ବାତିକଅର୍ଥ- ତାକୁ ଦୁଇ ଆଖିରେ ଦେଖିଲେ ପଛକୁ ଫେରିବାକୁ ମନ ହେବ ନାହିଁ ।ଗୀତ- ପ୍ରସିଣ୍ଡାଙ୍ଗାଡ଼େ, କୋରାଗଇସାନେ ମଥୁରାବାଜୁଗୁଲେ ଉଜା ସାନ ପାଦେରି ଆଜସାଅର୍ଥ- ବାଟରେ ଦେଖି କୃଷ୍ଣଙ୍କୁ ଧରି ଆଣିବା ।ଗୀତ- ସଦାନନ୍ଦ ବେଡ଼ା ଆଦା ନାହିଁ ଯେଡ଼ାବାଦାପି ମାନେଞ୍ଜୁ ସାଲୁ ବାତେକିଅର୍ଥ- ସଦାନନ୍ଦ ମୁର୍ଖ ଖୁସି ହୋଇ ଯମୁନାକୁ କୃଷ୍ଣ ଦେଖି ଯିବାକୁ ଇଚ୍ଛା କରେ ।ଶବରମାନଙ୍କର ବିବାହ ଦେଖିଯିବା ଗୀତ୧- ମାକାଡ଼ୁଥୁରି ନାୟୁଡ଼ା ରାଜା କଶଙ୍ଗ ନାୟୁତା ଜିଅସଜ ଉପରେ ବିବା ଆହାମାନେ ନାଇଁ ନାଇକତା ବୁଡ଼ାସାରିଲାଣ୍ଡୋ ସାପୁରୁ ସାଗୋୟା ସାରିଲାଣ୍ଡୋ କିରିକାସାଥୋୟାଅର୍ଥ- ମାକାଡ଼ୁମୁରି ଗ୍ରାମ ନାୟକ ସହ କଶଙ୍ଗଗ୍ରମାର ଝିଅ ବିବାହ ହେଉଛିସମାରୋହରେ ସଜ ବାଦ୍ୟ ସହ ଉତ୍ସବ ଚାଲିଛି ।୨- ବାମୁଡ଼େ ବୁଡ଼ା ଆବୁଡ଼େ ସଇ ବିବାହେଣ୍ଡି ଜାଦୁ ଜାଦୁଗାନ୍ଦୋବେସାମୁ, ଘଡ଼ା, ହାତୀ, କାଟ୍ଲୀ, ହାରାଲକ ହେଣ୍ଡୁସାରିକାଣ୍ଡୁ ସାପୁରୁ ସାଥାୟା ସାରିଲାଣ୍ଡୋ କିରିକା ସାଥାୟାଅର୍ଥ- ପିଲାମାନେ ଓ ସାଙ୍ଗସାଥିମାନେ ଆସ ଦେଖିଯିବାଘୋଡ଼ା, ହାତୀ, ସବାରି ସହ ଅନେକ ବାଦ୍ୟ ବାଜଣାରେକେତେଲୋକ ବଡ଼ଲୋକ ବିବାହକୁ ଆସୁଛନ୍ତି, ଚଞ୍ଚଳ ଦେଖିଯିବା ଆସ ।୩- ଜେଦୁଡ଼େ ପଦାଜେଦୁ ଜେଦୁଡ଼େ ସଇଯେଦୁ
ସମ୍ବନ୍ଧିତ ରଚନା
ଅଛତ ଅନ୍ତରେଲକ୍ଷ୍ମୀନାରାୟଣ ସାହୁ ଲକ୍ଷ୍ମୀନାରାୟଣ ସାହୁ
ସୂର୍ଯ୍ୟ ପ୍ରତି ଦୀପଗଙ୍ଗାଧର ମେହେର ଗଙ୍ଗାଧର ମେହେର
ହେଙ୍ଗାହାଲାମୁଜେଦୁ ବଡ଼ଜେହୀଦି ବିବ
ନେଇଁ ନାଇକା କାଜାଲୋକତେ ସାରିଲୋଣ୍ଡୋ ସାପୁରୁ
ସାଣାୟା ସାରିଲାଣ୍ଡୋ କିରିକା ସାଣାୟା
ଅର୍ଥ- ସତରେ ସେ ଗୋଟିଏ ଧନୀ ହେବାରୁ ଏପରି ସମାରୋହରେ ଯାଉଛି ।
ଗୀତ- ତାଜୁଆହା ଯେ ଯା ତାନା କ୍ରାର୍ଜିକା କପରାଆଲା ଗଇ
ଅର୍ଥ- ଆସ ତାକୁ ଝିଙ୍କିଆଣି ହଳିଆ ରଖି ବାଛୁରୀ ଚରା ବୋଲି ବୋଲିବା ।
ଗୀତ- ଅତି ବାହାନେ ଆଙ୍କୁର ସେଙ୍ଗାନାଇ ଚୈବର
ପାରିଷେଜଗୋହି ନେଞ୍ଜୁ ସରିଡ଼େସ ପରା
ଅର୍ଥ- ସକାଳେ ଯାଇ କାଣି ଆଙ୍ଗୁଠିରେ ପର୍ବତ ଟେକି ଧରିଥିଲା ।
ଗୀତ- ବେଞ୍ଜାନାକି ହୁତିଇଡ଼ତେ କାଣ୍ଡୁ କାଗୋବାଙ୍ଗାଇସେ
ଲାହା ଯେଡ଼ା ଗୋଟାଞ୍ଜୁଲା ଯଡ଼ିତିନ ବାରା ଲାଙ୍ଗୋଇ ।
ଅର୍ଥ- ଶୁଣିକରି ଦୁତି କାନ୍ଦିଲା ତାର ଆଖିରୁ ଲୁହ ବହିଲା ।
ଗୀତ- ସତ୍ୟକାବିବେସ୍ତେ ଇଆକୁ ନାଗଇଆସେଇୟା
ଗିବାକଣା ବାଇନେଞ୍ଜୁ ପୁଟାନାଲ ପରା
ଶବର ଗୀତ (ବିବାହ)
ଆଓସା ଜାଇତି ଲୋଡ଼େ ରାମା ଭୀମା କରାଙ ବୁଲୁ
ରାଜସିରିଙ୍ଗ ଆଙ୍ଗେଲ ସିରୁଙ୍ଗ ତିତିନଲ ପ୍ରାଜା
ଗେରଲ ପ୍ରଜା ଆଓସାଲିନ ଆଅଗାରିୟ
ନଏରିମୁ ସୁଣ୍ଡଙ୍ଘ ଡଙ୍ଗଜେଲ ସୁଣ୍ଡଙ୍ଗ
ଗିରିସ୍କିଲିଣ୍ଡେଙ୍ଗ ଗରିଗଲିଣ୍ଡେଙ୍ଗ ବନ୍ଧୁଇ
ତ୍ୟାଜିନେ ମଲାଇ ବାଢି ରୁକୁମଲାଇ ତାକା
ମଲଇ ମାଡ଼ିନ କାପୁନ ନୁଆଙ୍ଗ
ବିବାହ ଗୀତ
ବାରିଗ ମାଇଲିନା ବାଡ଼ିଗନାଇ ମାଲିନ
ବାଢ଼ୁଆ ବଗାମଗ ଗଡ଼ଆ ବଇଗାବଗନ
କାରାମାୟେନ ଆବ ରିନା ଇଲା ମାୟେନ
ଆବିଯ ରାୟାଡ଼ିଆ ଜିଙ୍ଗପୁର୍ପୁରିଆ
ଜିଙ୍ଗକାରାତା ଜେପିଙ୍ଗି ପିଡ଼ିଲପିଙ୍ଗି
ଜେପିଙ୍ଗ ଅଲେଡ଼ିନ ସିୟାନିଅରିୟ
ନବାଣ୍ଡଡ଼ା ଅରିୟାନ ସିଣ୍ଡିସାନା ର୍ଜାଗ
ଅଣ୍ଡେଗ ସାନାଜିଗା ମେବେରି ଅଲନମ
ଗାଡ଼ାମାଓଲ ନାମ ପାଲିଲିୟାଙ୍ଗ
ସାଆରିୟାଙ୍ଗ ଆଗାନୟାନ୍ନେ
ଆଗାଡ଼େଗଗେ ରେସେଙ୍ଗ ବାଣ୍ଡି
ଲାଇପେ ସେଙ୍ଗବା ଣ୍ଡିନିଆଗାଢ଼ୁ ଗାଲତ୍ରେ ଆଗା ପାଲିତେ
ପାଲିଲିୟାଙ୍ଗ ସାଆରିୟାଙ୍ଗ
କୁଛାବାଡ଼ିବାନ ଆଇତେ ଆଡ଼ାବା
ଡିବାନ ଆଇତେନ ଆପୁଣ ମଡ଼ିଡ଼ି
ତାଂମ ଆଚିଡ଼ି ଲାଇୟେ ଡେଙ୍ଗୟା
ଗଆ ଆପୁଲାୟେ ଣ୍ଡେଙ୍ଗୟାଙ୍ଗ ମାମା
ଗାନଡ଼ାକୁଲିନ ଡେଙ୍ଗ ଆତାଗାନ
ଡାକୁଲିନ ଓଗ ୟାଗସିଆନ
ଏଗାଁକୁ ଡିପାଙ୍ଗ ଗନୟାଗାଁସି ଗାନ
ୟେଗା ଆକୁଡ଼ି କିନାସିଙ୍ଗ ପାଙ୍ଗନାଇ
ପୂଜା ଗୀତ
ନୋ ଓ ଓ - ରାୟା ଡିଇବଇ
ଗାଜିଲ ବଇ - କୁତୁଲ ବଇ
ପିସାବିୟେନ - ଗୁସାର ବାୟେନ
ମାନିଲା ମଂଣ୍ଡେ - ସୁକଲା ମଂଣ୍ଡେ (ପଦ) ଗାଜିଲା
ବାରାଲତାସାଲ - ମାନିଲା ମଂଣ୍ଡେ
ସୁନିଲ ମଂଣ୍ଡେ - ଆକାଡ଼ିୟାଲାୟେନ
ମାନେଗ ଆଲୟେନ
ପୁରାଡ଼ାମଂ ବାରିଇଡ଼ାମଂ, ଡେୟାମଂତି (ଶେଷରେ)
ଓ ଓ ଓ ପିତା ଲାଜି ସିଙ୍ଗାଲାଜି
ଆଗୁଲା ବିନଣ୍ଡେ ଅସାଇଲା ବିଡ଼େନ
କାନ୍ଦୁଲ ବାଡ଼ରେ ଗୀତ
ସିରିତାଙ୍ଗ କାଚିନ ଲଥ ତାଙ୍ଗ କାଚି
ଜୁଜୁଲଙ୍ଗ ଲଡ଼ା ଗାନତାମଂ
ଇଞ୍ଜା ଜୁଜୁଙ୍ଗ ଆକାମାଡ଼ାଇ ଜୁଜୁଙ୍ଗ
ତିତି ନ ଲାଲା ଏଗେରଲ ପାଜୀ
ପାର୍ଜାୟେଜି ଗାମାଇ ଜୁଜୁଙ୍ଗ
ନରୟେଂଜି ଗାମାଇ ଜୁଜୁଙ୍ଗ
ବଡ଼ ରଇତୟେନ ବଡ଼ କାମଣ୍ଡୟେନ
ଗମାଇ ଜୁଜୁଙ୍ଗ ବିରାଇ ଜୁଜୁଙ୍ଗ
ଆମାଣ୍ଡେ ସାମାଲାୟେଣ୍ଡେ
ଆମାଣ୍ଡେ ଡୁରାଲାୟେଣ୍ଡେଙ୍ଗ
ସାରାନ ଡେତାମଂ
ସାରାନ ଡେତାମଂ
ଶବରମାନଙ୍କ ସୁନ୍ଦର ସୁନ୍ଦରୀ ଗୀତ
କନ୍ତିତାଡ଼ଂ ପାଂତିଇଲାମ- କୁସମଲାଙ୍ଗୀ
ମାନା ନାମ ପୋନିଡ଼େୟେ - କୁସମଲାଙ୍ଗୀ
କନ୍ତିତାଡ଼ଂତେ ଲୁଡ଼ାତେ ତ କୁସମଲାଙ୍ଗା,
ମାନାଞ୍ଜେ ଶୋଇନାଡ଼େ ଏ କୁସୁମଲାଙ୍ଗା ।
ଆନାନ ପିଡ଼ି ପାତିଲଲାମ, କୁସୁମଲାଙ୍ଗୀ,
ମାନା ନାମପୋନିଡ଼େଏ କୁସୁମଲାଙ୍ଗୀ ।
ଆନାନପିଡ଼ିତେ ଲୁଡ଼ା ତେତ କୁସୁମଲାଙ୍ଗା,
ଜିଉତେ ସୋଇ ନାଡ଼େଏ କୁସୁମଲାଙ୍ଗା ।
ଜାଆତ ତାଡ଼ଂ ପାଂତି ଇଲାମ କୁସୁମଲାଙ୍ଗୀ,
ମା ନା ନାମ ପୋନାଡ଼େଏ କୁସୁମଲାଙ୍ଗୀ ।
ଜାଆତ ତାଡ଼ଂ ତେ ଲୁଡ଼ା ତେତ କୁସୁମଲାଙ୍ଗା,
ମାନାଞ୍ଜେସୋଇନା ଡେଏ କୁସୁମଲାଙ୍ଗା ।
ସୁନାଏଡ଼ିଂ ପାଂତି ଇଲାମ କୁସୁମଲାଙ୍ଗୀ,
ମାନା ନାମ ପୋନାଡ଼େଏ କୁସୁମଲାଙ୍ଗୀ ।
ସୁନାଏଡ଼ିଂତେ ଲୁଡ଼ା ତେତ କୁସୁମଲାଙ୍ଗା,
ମାନ ଞ୍ଜେସୋଇ ନାଡ଼େଏ କୁସୁମଲାଙ୍ଗା ।
ଆଡୁତୁକା ପାତି ଇଲାମୁ କୁସୁମଲାଙ୍ଗୀ,
ମାନା ନାମ ପୋନାଡ଼େଏ କୁସୁମଲାଙ୍ଗୀ ।
ଆଡ଼ୁ ଡକା ତେ ଲୁଡ଼ାଚେତ କୁସୁମଲାଙ୍ଗା,
ମାନାତେ ସୋଇନାଡ଼େଏ କୁସୁମଲାଙ୍ଗା ।
ଗାତ ତୁଡ଼ଂ କାବାନ ପାଂତି ଇଲାମ କୁସୁମଲାଙ୍ଗୀ,
ବୁଡ଼ୁ ନାମ ପୋନାଡ଼େଏ କୁସୁମଲାଙ୍ଗୀ ।
ଗାତ ତୁଡ଼ଂକା ବାନତେ ଲୁଡ଼ାତେତ କୁସୁମଲାଙ୍ଗା,
ମାନାଞ୍ଜେ ସୋଇ ନାଡ଼େଏ କୁସୁମଲାଙ୍ଗା ।
(ଉପରୋକ୍ତ ଗୀତର ଅର୍ଥ)
କଣ୍ଠିମାଳି ଆଣି ଦେଲି ସୁନ୍ଦରୀ,
ତତେ ଲୋଡ଼ାନାହିଁ କିହୋ ସୁନ୍ଦରୀ ।
କଣ୍ଠିମାଳି ମତେ ଲୋଡ଼ାନାହିଁ ସୁନ୍ଦର,
ମତେ ଇଷ୍ଟ ନାହିଁ ହୋ ସୁନ୍ଦର ।
ନାଗୁଲ ଯଥା ଆଣିଦେଲି ସୁନ୍ଦରୀ,
ତତେ ଲୋଡ଼ାନାହିଁ କିହୋ ସୁନ୍ଦରୀ ।
ନାଗୁଲ ଯଥା ଲୋଡ଼ାନାହିଁ ହୋ ସୁନ୍ଦର,
ମତେ ମନ ମାନୁନାହିଁ ହୋ ସୁନ୍ଦର ।
ବେକ ସୁତା ଆଣି ଦେଲି ହୋ ସୁନ୍ଦରୀ,
ତତେ ତ ଲୋଡ଼ାନାହିଁ କିହୋ ସୁନ୍ଦରୀ ।
ବେକ ସୁତା ମତେ ଲୋଡ଼ାନାହିଁ ସୁନ୍ଦର,
ମତେ ଲୋଡ଼ାନାହିଁ ହୋ ସୁନ୍ଦର ।
ସୁନାମୁଦି ଆଣିଛି ହୋ ସୁନ୍ଦରୀ,
ତତେ ଲୋଡ଼ାନାହିଁ କିହୋ ସୁନ୍ଦରୀ ।
ସୁନାମୁଦି ମତେ ଲୋଡ଼ାନାହିଁ ହୋ ସୁନ୍ଦର,
ମତେ ଇଚ୍ଛା ହେଉନାହିଁ ହୋ ସୁନ୍ଦର ।
ଗୋଡ଼ ବଳା ଆଣି ଦେଲି ହୋ ସୁନ୍ଦରୀ,
ତତେ ଲୋଡ଼ାନାହିଁ କିହୋ ସୁନ୍ଦରୀ ।
ଗୋଡ଼ ବଳା ଲୋଡ଼ାନାହିଁ ସୁନ୍ଦର,
ମୋତେ ଇଚ୍ଛାନାହିଁ ସେଇଟି ଓ ସୁନ୍ଦର ।
ବେଠା ଖଂଡ଼ିଏ ଆଣିଦେଲି ଓ ସୁନ୍ଦରୀ,
ତୋତେ ଇଚ୍ଛା ହେଉନାହିଁ କିଓ ସୁନ୍ଦରୀ ।
ବେଡ଼ା ଖଂଡ଼ି ଲୋଡ଼ାନାହିଁ ସୁନ୍ଦର,
ମତେ ଇଚ୍ଛା ହେଉନାହିଁ ସେଇଟା ଓ ସୁନ୍ଦର ।
ତାରା-ସୂର୍ଯ୍ୟଗଙ୍ଗାଧର ମେହେର