ସଙ୍ଗୀତ (୨)
କୁନ୍ତଳା କୁମାରୀ ସାବତ
୧୯୦୦–୧୯୩୮
- ସଂକଳନ: ବିବିଧ କବିତା
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୫୬
- ସ୍ଥିତି
- ସାର୍ବଜନୀନ (Public domain)
ଜୀବନ ନୁହେଁ ମୋ ସ୍ୱପନ-ଛଳନାଜୀବନ ଆନନ୍ଦମୟ ହେ,କରମ ଲାଗି ଜନମ ଲଭିଛିକରମେ ଲଭିବି ଲୟ ହେ । ଧ୍ରୁ ।ଶୁଭ କରମେ ହୋଇବି ଛିଡ଼ାବାଧୁ ଯେତେ ମୋତେ ଯାତନା ପୀଡ଼ା,କରମ ମୋହର ଜପ ଯନ୍ତ୍ରସାରଜ୍ଞାନ-ଧ୍ୟାନ-ସୁଖମୟ ହେ । ୧।ନ ଲୋଡ଼େ ଆଉ ଅସାର ମୁକ୍ତିଶୁଭ କର୍ମ ଲାଗି ଯାଚେ ନବଶକ୍ତିକର୍ମ ମୋ ଭକତି କର୍ମ ମୋ ଆରତିକର୍ମ ଶାନ୍ତି ବରାଭୟ । ୨।
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର