ସହପାଠିନୀ
ଗୋଦାବରୀଶ ମହାପାତ୍ର
୧୮୯୮–୧୯୬୫
- ସଂକଳନ: ବଙ୍କା ଓ ସିଧା
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୬୪
- ସ୍ଥିତି
- ସାର୍ବଜନୀନ (Public domain)
ସାଂଧ୍ୟ ଭ୍ରମଣେ ଅଙ୍ଗୁରବାଳାଆନତ ବଦନେ ଚାହିଁନଦୀପଥଧାରେ ଚନ୍ଦ୍ର ଆଲୋକଗତି କରୁ କରୁ କାହିଁଶୁଭିଲା ପଛରୁ କାହାର ଭିତରୁଭୁଲି କି ଗଲ ଗୋ ସତେ ?ଉତ୍ତର ଶୁଭେ - ‘ଚଉଦ କ୍ୟାରେଟ୍’ସାଥୀ ମୁହିଁ ଚଲାପଥେ ।ମନ ପାଲଟିଛି ‘ଚଉଦ କ୍ୟାରେଟ୍’-ନ’ଅଣା ସାତ’ଣା ଭାଗ,ଖାଣ୍ଟି ଖୋଜିଲେ କାହିଁବା ପାଇବସ୍ନେହ ପ୍ରୀତି ଅନୁରାଗ ?ତୁମେ ଦିଅ ପ୍ରୀତି ‘ଚଉଦ କ୍ୟାରେଟ୍’,ଖାଣ୍ଟି ମୋ ନାହିଁ ଲୋଡ଼ାରାମରାଜ୍ୟର ସୀତା ହେବେ ପରାଚଉଦ କ୍ୟାରେଟେ ଗଢ଼ା ?
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର