ଡ଼େଉଁ ଭାଗବତ ଘର
ଗୋଦାବରୀଶ ମହାପାତ୍ର
୧୮୯୮–୧୯୬୫
- ସଂକଳନ: ବଙ୍କା ଓ ସିଧା
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୬୦
- ସ୍ଥିତି
- ସାର୍ବଜନୀନ (Public domain)
ମଶାଣିରେ ଶୁଣାଗଲା ବାଣୀ-‘‘ପରାଣୀର ଭଲ ମନ୍ଦଏ ମରଣକାଳେ ତାହା ଜାଣି !’’ବିଚାରିଲା ଭାଗବତ -ଲୋକେ ମୋତେ ମନେ’ଛନ୍ତି ରଖିଯେଉଁ ମହାସତ୍ୟ ବାଣୀଜଗନ୍ନାଥ ଦାସ ଗଲେ ଲେଖି ![ଅପ୍ରେଲ-୧୯୬୨]ଚାଉଳ, ଚାକିରି, ଚାଷଚାଉଳ-ପଢ଼ି ମନ୍ତ୍ର, ହେ ଅକ୍ଷତ !ଦୁର୍ବାଦଳେ ତୁମକୁ ମିଶାଇପ୍ରଣୟର ବେଦିପରେପୁରୋହିତ ଆଶୀର୍ବାଦ ଦେଇଯେ ଦିନୁ ବିଦାୟ ନେଲେ,ଏ ସଂସାର ହୋଇଲା ଦୁର୍ବହଚାରୋଟି ବିକଳ କଣ୍ଠୁ ଡ଼ାକଏବେ ଶୁଣେ ଅହରହ ।
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର