ରଥ ଗଜ ବାଜି, ରଣେ
ବୈଷ୍ଣବ ପାଣି
ଗଣକବି · ୧୮୮୨–୧୯୫୬
- ସଂକଳନ: ଅଭିମନ୍ୟୁବଧ ସୁଆଙ୍ଗ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୫୭
- ସ୍ଥିତି
- ସାର୍ବଜନୀନ (Public domain)
ଚାଲ ସାଜି ନ ଗଲେ ହୋଇବ ଲୋକେ ଲାଜ ।୨।ପରାଜିତ କରିବ ପାଣ୍ଡବେ କେଉଁ ଜନ ।ସେହି କି ନ ଜାଣେ,ଜିଇ ରହିଛି ପରାଣେ ମହାବୀର ଅର୍ଜୁନ ତନୁଜ ।୩।ବ୍ୟୂହରୁ ଫେରିବା ମାତ୍ର ନ ଜଣାଇ ମୁହିଁ,ବଇଷ୍ଣବ କହି ପାରେ ଚାରିଭାଇ,ଯାଇଁ ମୋତେ ତହିଁ କରିବ ସାହାଯ୍ୟ ।୪।(ଯୁଧିଷ୍ଠିରଙ୍କର ପ୍ରଶ୍ନ)[କେଡ଼େ ହଟହଟା ମୋତେ କରାଉଛି- ବୃତ୍ତେ]କହ କହ ବତ୍ସ,ତୋତେ କିଏ ଶିଖାଇଲା ଏମନ୍ତ କାଣ୍ଡ ।ପଦ ।
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର