କବିତା (୭)
କୁନ୍ତଳା କୁମାରୀ ସାବତ
୧୯୦୦–୧୯୩୮
- ସଂକଳନ: ଅନ୍ୟାନ୍ୟ କବିତା
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୫୧
- ସ୍ଥିତି
- ସାର୍ବଜନୀନ (Public domain)
ଯେବେ କରୁଥିବ ମନା ମୁଁ ଆସିବିତୁମରି ଦୁଆର କତିକିତୁମ ଗାଳିମାଡ଼ ସହିବା କାରଣେଦୃଢ଼ କରିଥିବି ଛାତିକି ।ଫୁଲ ଚାନ୍ଦ ବେନି ହସନ୍ତି କାନ୍ଦନ୍ତିଫୁଲ ଚାନ୍ଦ ସରି ହୋଇବିତୁମ ଗଞ୍ଜଣାକୁ ତୁମ ଲାଞ୍ଛନାକୁପିଠି ପତାଇଣ ସହିବି ।ମୃତ୍ୟୁ ରୂପେ ଯଦି ଆସିବ କତିକିସୁଖେ ମୁଁ ଘେନିବି କୋଳରେଆଦରେ ମରଣ ବରଣ କରି ଗୋମରିବି ଚରଣ ତଳରେ ।
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର