ଦିବ୍ୟ ଅବଲୋକନ
ଲକ୍ଷ୍ମୀନାରାୟଣ ସାହୁ
ପଦ୍ମଶ୍ରୀ · ୧୮୯୦–୧୯୬୩
- ସଂକଳନ: ବିକ୍ରମ ଦେବ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୧୧୩
- ସ୍ଥିତି
- ସାର୍ବଜନୀନ (Public domain)
ନର ନଶ୍ୱର ଶରୀର ବହଯଦି କେବେ କାହା ପ୍ରାଣେଦେଇଛ ଆଘାତ ଅବ ।ସେ ତୁମର ସ୍ୱଭାବ ନୋହିତୁମର ସ୍ୱଭାବ ଗ୍ରୀଷମ କାଳରରାତ୍ର ର ମୁକ୍ତ ହାଓ୍ୟାତୁମର ସ୍ୱଭାବ ସାନ ବଡ଼ ଅଭେଦେଅପୂର୍ବ ମଧୁରିମାତୁମର ସ୍ୱଭାବ ଐଶ୍ୱର୍ଯ୍ୟେ ବୈରାଗ୍ୟଆଉ ବୈରାଗ୍ୟେ ପୁଣି ପ୍ରସନ୍ନତାଧୈର୍ଯ୍ୟ, ସ୍ଥୈର୍ଯ୍ୟ, ଶୌର୍ଯ୍ୟ, ବୀର୍ଯ୍ୟ, କାର୍ଯ୍ୟକିଛିରୁତ ତୁମର ହେ ଦେବନ ଥିଲା ଅଭାବଏକାକୀ ତଥାପି ସକଳକୁକରିଥିଲ ଆପଣାରଯଦି ବା କାହିଁ କିଛି ଅଭ୍ୟନ୍ତରତା ପୃଥିବୀର ନିୟମନିୟମ ଧରିତ୍ରୀରଆସେ ଛାୟା ଫେରେ ମନୁଷ୍ୟ ହୃଦୟସଂସାରର ପରସ୍ପର-କାର୍ଯ୍ୟ ପରସ୍ପରଖେଳଇ ମଧୁର ପବନବହଇ ମଧୁର ବଚନହେ ଦେବ ! ମଧୁର ତୁମର କର୍ତ୍ତବ୍ୟମଧୁର ତୁମର ଜୀବନମଧୁର ମୋର ସ୍ୱପନତୁମର ମୋର ଭେଟ ବାଟ ବାଟ ବାଟସେହି ସପନ ସ୍ଥାନଅତି ଗୋପନ ।ନିବିଡ଼ ପୁଣି ଅତିହେ ଦେବତା ! ତହିଁ ମହାପ୍ରୀତି !
ସମ୍ବନ୍ଧିତ ରଚନା
ଅଛତ ଅନ୍ତରେ
ଲକ୍ଷ୍ମୀନାରାୟଣ ସାହୁ
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର